କନକ ବ୍ୟୁରୋ: ପୁରୀରେ କାଲିଠୁ ଛେଚୁଛି ବର୍ଷା। ପ୍ରବଳ ବର୍ଷା ଫଳରେ ବଡ଼ଦାଣ୍ଡରେ ଆଣ୍ଠୁଏ ଲେଖାଏଁ ପାଣି ଜମିଥିବାର ଦେଖିବାକୁ ମଳିଛି। ପ୍ରବଳ ବର୍ଷା ଫଳରେ ପର୍ଯ୍ୟଟକ ମଧ୍ୟ ସମସ୍ୟାରେ ପଡ଼ୁଥିବା ଦେଖିବାକୁ ମିଳିଛି। ଆଜି ପୁରୀ ସମେତ ରାଜ୍ୟର ୧୪ ଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଭ ବିଭାଗ।
ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁତୁହା ବର୍ଷା ଜାରି: ପୁରୀ ବଡ଼ଦାଣ୍ଡରେ ଜମିଲା ଆଣ୍ଠୁଏ ଉଚ୍ଚର ପାଣି
ପୁରୀରେ କାଲିଠୁ ଛେଚୁଛି ବର୍ଷା। ପ୍ରବଳ ବର୍ଷା ଫଳରେ ବଡ଼ଦାଣ୍ଡରେ ଆଣ୍ଠୁଏ ଲେଖାଏଁ ପାଣି ଜମିଥିବାର ଦେଖିବାକୁ ମଳିଛି। ପ୍ରବଳ ବର୍ଷା ଫଳରେ ପର୍ଯ୍ୟଟକ ମଧ୍ୟ ସମସ୍ୟାରେ ପଡ଼ୁଥିବା ଦେଖିବାକୁ ମିଳିଛି।
/kanak/media/media_files/k5D8UJOAlLHsT6xtJfC7.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)