ସୁଟିଂ ସେଟରେ କିଙ୍ଗ୍ ଖାନଙ୍କ ଗୋଡରେ ଲାଗିଛି ଆଘାତ, ଚିକିତ୍ସା ପାଇଁ ଆମେରିକା ଯାଇଥିବା ସୂଚନା

Advertisment

ଫିଲ୍ମ କିଙ୍ଗର ସୁଟିଂ ସେଟରେ କିଙ୍ଗ ଖାନଙ୍କୁ ସାମାନ୍ୟା ଆଘାତ ଲାଗିଥିବା ସୂଚନା । ତେବେ ଚିକିତ୍ସା ପାଇଁ ଶାହାରୁଖ ଆମେରିକା ଯାଇଥିବା ସୂଚନା ମିଳିଛି

ଫିଲ୍ମ କିଙ୍ଗର ସୁଟିଂ ସେଟରେ କିଙ୍ଗ ଖାନଙ୍କୁ ସାମାନ୍ୟା ଆଘାତ ଲାଗିଥିବା ସୂଚନା । ତେବେ ଚିକିତ୍ସା ପାଇଁ ଶାହାରୁଖ ଆମେରିକା ଯାଇଥିବା ସୂଚନା ମିଳିଛି

48

କନକ ବ୍ୟୁରୋ : ସୁଟିଂ ସେଟରେ ଅଭିନେତା ଶାହାରୁଖ ଖାନ ଆହତ । ଫିଲ୍ମ କିଙ୍ଗର ସୁଟିଂ ସେଟରେ କିଙ୍ଗ ଖାନଙ୍କୁ ସାମାନ୍ୟା ଆଘାତ ଲାଗିଥିବା ସୂଚନା । ତେବେ ଚିକିତ୍ସା ପାଇଁ ଶାହାରୁଖ ଆମେରିକା ଯାଇଥିବା ସୂଚନା ମିଳିଛି । ଏଥିସହ ଫିଲ୍ମର ସୁଟିଂ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ  ସ୍ଥଗିତ ରଖାଯାଇଥିବା ପ୍ରଡକ୍ସନ ଟିମ ପକ୍ଷରୁ ସୂଚନା ମିଳିଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe