କନକ ବ୍ୟୁରୋ : ସୁଟିଂ ସେଟରେ ଅଭିନେତା ଶାହାରୁଖ ଖାନ ଆହତ । ଫିଲ୍ମ କିଙ୍ଗର ସୁଟିଂ ସେଟରେ କିଙ୍ଗ ଖାନଙ୍କୁ ସାମାନ୍ୟା ଆଘାତ ଲାଗିଥିବା ସୂଚନା । ତେବେ ଚିକିତ୍ସା ପାଇଁ ଶାହାରୁଖ ଆମେରିକା ଯାଇଥିବା ସୂଚନା ମିଳିଛି । ଏଥିସହ ଫିଲ୍ମର ସୁଟିଂ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ପ୍ରଡକ୍ସନ ଟିମ ପକ୍ଷରୁ ସୂଚନା ମିଳିଛି ।
ସୁଟିଂ ସେଟରେ କିଙ୍ଗ୍ ଖାନଙ୍କ ଗୋଡରେ ଲାଗିଛି ଆଘାତ, ଚିକିତ୍ସା ପାଇଁ ଆମେରିକା ଯାଇଥିବା ସୂଚନା
ଫିଲ୍ମ କିଙ୍ଗର ସୁଟିଂ ସେଟରେ କିଙ୍ଗ ଖାନଙ୍କୁ ସାମାନ୍ୟା ଆଘାତ ଲାଗିଥିବା ସୂଚନା । ତେବେ ଚିକିତ୍ସା ପାଇଁ ଶାହାରୁଖ ଆମେରିକା ଯାଇଥିବା ସୂଚନା ମିଳିଛି
/kanak/media/media_files/2025/07/19/48-2025-07-19-21-23-57.jpg)