କ୍ରୀଡ଼ା ଭିତ୍ତିଭୂମି ଲାଗି କିଟ୍‌କୁ ଜାତୀୟ ମାନ୍ୟତା ପୁରସ୍କାର

Advertisment

ନୂଆଦିଲ୍ଲୀରେ ଗୁରୁବାର ଆୟୋଜିତ ଗ୍ଲୋବାଲ ସ୍ପୋର୍ଟ୍ସ ଏଜୁକେସନ୍‌ କନ୍‌ଭେନସନ୍‌ (ଜି-ଏସ୍‌ଇସି) ୨୦୨୬ରେ କିଟ୍‌କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟପାର ମନ୍ତ୍ରାଳୟ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ପ୍ରମୁଖ ବିଶ୍ବବିଦ୍ୟାଳୟ, ନୀତି ନିର୍ଦ୍ଧାରଣକାରୀ, କ୍ରୀଡ଼ା ପ୍ରଶାସକମାନେ ଅଂଶଗ୍ରହଣ କରିଥିଲେ ।

Cricket base

କନକ ବ୍ୟୁରୋ: କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ୍‌ ଟେକ୍ନୋଲୋଜି (କିଟ୍‌)କୁ ‘ସବୁପ୍ରକାର କ୍ରୀଡ଼ା ଭିତ୍ତିଭୂମିର ସର୍ବଶ୍ରେଷ୍ଠ ଇନ୍‌ଷ୍ଟିଚ୍ୟୁଟ୍‌’ ଲାଗି ଜାତୀୟ ମାନ୍ୟତା ପୁରସ୍କାର ମିଳିଛି । ନୂଆଦିଲ୍ଲୀରେ ଗୁରୁବାର ଆୟୋଜିତ ଗ୍ଲୋବାଲ ସ୍ପୋର୍ଟ୍ସ ଏଜୁକେସନ୍‌ କନ୍‌ଭେନସନ୍‌ (ଜି-ଏସ୍‌ଇସି) ୨୦୨୬ରେ କିଟ୍‌କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟପାର ମନ୍ତ୍ରାଳୟ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ପ୍ରମୁଖ ବିଶ୍ବବିଦ୍ୟାଳୟ, ନୀତି ନିର୍ଦ୍ଧାରଣକାରୀ, କ୍ରୀଡ଼ା ପ୍ରଶାସକମାନେ ଅଂଶଗ୍ରହଣ କରିଥିଲେ । ଏହି ପୁରସ୍କାର ପାଇଁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ଆଗକୁ ବଢ଼ିବାକୁ ଏହା ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe