ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ :କୌଶଳ କରି ଅପହରଣକାରୀ କବଜାରୁ ଖସିଆସିଲେ ଛାତ୍ର

Advertisment

ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ଅଭିଯୋଗ । କୁଜଙ୍ଗ ୧୫ ନମ୍ବର ଜାତୀୟ ରାଜପଥ ନିକଟରୁ ଦୁର୍ବୃତ୍ତ ମାନେ ଏକ ସ୍କର୍ପିଓରେ ଅପହରଣ କରିନେଇଥିଲେ। ତେବେ ଅପହର୍ତ୍ତାଙ୍କ କବଳରୁ କୌଶଳ କ୍ରମେ ଖସିଆସିଛି ଛାତ୍ର ।

apaharta

କନକବ୍ୟୁରୋ: ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ଅଭିଯୋଗ । କୁଜଙ୍ଗ ୧୫ ନମ୍ବର ଜାତୀୟ ରାଜପଥ ନିକଟରୁ ଦୁର୍ବୃତ୍ତ ମାନେ ଏକ ସ୍କର୍ପିଓରେ ଅପହରଣ କରିନେଇଥିଲେ ।

ତେବେ ଅପହର୍ତ୍ତାଙ୍କ କବଳରୁ କୌଶଳ କ୍ରମେ ଖସି ଆସିଛି ଛାତ୍ର  । ମାର୍ଶାଘାଇ ହଳଦିଆଗଡା ନିକଟରୁ ଅପହରଣ କାରୀଙ୍କ କବଜାରୁ ଖସିଆସିଥିଲା ଛାତ୍ର  । ଏନ.ଏଚ. ର ଏକ ପୋଲ ତଳେ ଲୁଚିଥିବା ବେଳେ ପରିବାର ଲୋକେ ଖବର ପାଇ ଉଦ୍ଧାର କରିଥିଲେ  ।  ଏହାପରେ ଲକ୍ ଥାନା ପୋଲିସ  ଛାନଭିନ୍ ଆରମ୍ଭ କରିଛି ।  କାହିଁକି ଦଶମ ଶ୍ରେଣୀ ଛାତ୍ରଙ୍କୁ କିଡନାପ୍ କରିଥିଲେ ଦୁର୍ବୃତ୍ତ, ସେନେଇ ଛାନଭିନ୍ କରୁଛି ପୋଲିସ  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe