ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବଜାରରେ ଯୁବତୀଙ୍କୁ ଅପହରଣ ଘଟଣା : ତିନି ଦିନ ପରେ ବି ପୁଲିସ୍ ହାତ ଖାଲି

ମାସ୍କ ପିନ୍ଧି ଆସିଲେ, ବଜାରରୁ ଯୁବତୀଙ୍କୁ ଅପହରଣ କରି ନେଲେ ୪ ଯୁବକ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବଜାରର ଘଟିଛି ଏହି ଘଟଣା ।

2

Photograph: (kanaknews)

କନକବ୍ୟୁରୋ : ମାସ୍କ ପିନ୍ଧି ଆସିଲେ, ବଜାରରୁ ଯୁବତୀଙ୍କୁ ଅପହରଣ କରି ନେଲେ ୪ ଯୁବକ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବଜାରର ଘଟିଛି ଏହି ଘଟଣା । ବଜାରରୁ ଅପହୃତ ହୋଇଥିବା ଯୁବତୀ ସୁଡ଼ସୁଡ଼ିଆ ଗାଁର ବୋଲି ଜଣାପଡିଛି ।   ଶୁକ୍ରବାର ରାତିରେ ବଜାରକୁ କିଛି କିଣିବାକୁ ଯୁବତୀ ଆସିଥିବା ବେଳେ  ୪ ଦୁର୍ବୃତ୍ତ ଅପହରଣ କରିଥିବା ଅଭିଯୋଗ ହୋଇଛି  । ବାପାମାଆ ବିରୋଧ କରିବାରୁ ଦେଲେ ହତ୍ୟା ଧମକ ଦେଇଥିଲେ ଦୁର୍ବୃତ୍ତ ।  ଏନେଇ କପ୍ତିପଦା ଥାନାରେ ଅଭିଯୋଗ ହୋଇଛି। ହେଲେ ୩ ଦିନ ପରେ ବି ଅପହୃତ ଯୁବତୀ କିମ୍ୱା ଅପହରଣକାରୀଙ୍କ ଟେର ପାଉନି ପୁଲିସ୍   ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe