ଅସ୍ଥାୟୀ ଭେଣ୍ଡିଂ ଜୋନକୁ ବିରୋଧ । ଖୋର୍ଦ୍ଧା ବଜାରର ସମସ୍ତ ଦୋକାନ ବନ୍ଦ

Advertisment

ଖୋର୍ଦ୍ଧା ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟବସାୟୀଙ୍କ ବିକ୍ଷୋଭ । ଅସ୍ଥାୟୀ ଭେଣ୍ଡିଂ ଜୋନକୁ ବିରୋଧ କରି ପ୍ରତିବାଦ କରିଛନ୍ତି ବ୍ୟବସାୟୀ ।

ଖୋର୍ଦ୍ଧା ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟବସାୟୀଙ୍କ ବିକ୍ଷୋଭ । ଅସ୍ଥାୟୀ ଭେଣ୍ଡିଂ ଜୋନକୁ ବିରୋଧ କରି ପ୍ରତିବାଦ କରିଛନ୍ତି ବ୍ୟବସାୟୀ ।

khordha

କନକ ବ୍ୟୁରୋ : ଖୋର୍ଦ୍ଧା ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟବସାୟୀଙ୍କ ବିକ୍ଷୋଭ । ଅସ୍ଥାୟୀ ଭେଣ୍ଡିଂ ଜୋନକୁ ବିରୋଧ କରି ପ୍ରତିବାଦ କରିଛନ୍ତି ବ୍ୟବସାୟୀ । ଫଳରେ ସହରର ଦୋକାନ ବଜାର ବନ୍ଦ ରହିଛି । ଏହାକୁ ନେଇ ସାଧାରଣ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦୋକାନ ବଜାର ବନ୍ଦ ପାଇଁ ଆବଶ୍ୟକ ସାମଗ୍ରୀ କିଣିବାରେ ସମସ୍ୟା ହେଉଛି । ସେପଟେ ସ୍ଥାୟୀ ଥଇଥାନ ପାଇଁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବ୍ୟବସାୟୀ ମହାସଂଘ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe