କନକ ବ୍ୟୁରୋ : ନଡ଼ିଆ ଗଛରେ ଚଢି ନଡ଼ିଆ ପାରୁଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ । ବୋଲଗଡ଼ ଦୋଳ ପଡିଆ ନିକଟରେ ଘଟିଛି ଅଘଟଣ । ଯୁବକ ଜଣକ ଖଙ୍ଗୁରିଆ ଗାଁର ଜଗୁ ପରିଡା ବୋଲି ଜଣାପଡ଼ିଛି । ତାର ସହ ଗଛରେ ଲାଖି ରହିଛନ୍ତି ଯୁବକ ଜଣଙ୍କ । ବିଦ୍ୟୁତ୍ ବିଭାଗ, ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us