ଡିଜିପି ସମ୍ମିଳନୀରେ ଆତଙ୍କୀ ଆକ୍ରମଣ ପାଇଁ ଧମକ । ସାମ୍ନାକୁ ଆସିଲା ପନ୍ନୁର ଅଡିଓ ।

Advertisment

ଓଡ଼ିଶାରେ ଆୟୋଜିତ ହେଉଛି ଡ଼ିଜି-ଆଇଜି ସମ୍ମିଳନୀ । ଆଉ ଏହାରି ଭିତରେ ଖଲିସ୍ଥାନୀ ଆତଙ୍କୀ ପନ୍ନୁର ଏକ ଅଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଉପରେ ଆକ୍ରମଣ କରିବା ନେଇ କହିବା ସହ, ଲୋକସେବା ଭବନ ଉପରେ ଯେଉଁ ବ୍ୟକ୍ତି ଖଲିସ୍ତାନୀ ପତାକା ଉଡାଇବ ତାକୁ ୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛି ।

Updated On

ଅଦ୍ୟତନ ହୋଇଛି
MODI SHAH

କନକ ବ୍ୟୁରୋ: ଓଡ଼ିଶାରେ ଆୟୋଜିତ ହେଉଛି ଡ଼ିଜି-ଆଇଜି ସମ୍ମିଳନୀ । ଆଉ ଏହାରି ଭିତରେ ଖଲିସ୍ଥାନୀ ଆତଙ୍କୀ ପନ୍ନୁର ଏକ ଅଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଉପରେ ଆକ୍ରମଣ କରିବା ନେଇ କହିବା ସହ, ଲୋକସେବା ଭବନ ଉପରେ ଯେଉଁ ବ୍ୟକ୍ତି ଖଲିସ୍ତାନୀ ପତାକା ଉଡାଇବ ତାକୁ 25 ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛି । ଏଥିସହ 1 ତାରିଖ ଦିନ ଡିଜିପି ସମ୍ମିଳନୀରେ ଆକ୍ରମଣ ଧମକ ଦେଇଛି ପନ୍ନୁ । ତେବେ ଏହି ଅଡିଓ ସାମ୍ନାକୁ ଆସିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷା ଅନୁଧ୍ୟାନ ପାଇଁ ଅତିରିକ୍ତ ଫୋର୍ସ ମୁତୟନ ହେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe