ରଣଜୀ ଟ୍ରଫି ଫାଇନାଲରେ ପ୍ରଥମ ଥର ପାଇଁ କେରଳ ଟିମ୍ ।  ୭୪ ବର୍ଷ ପରେ ଇତିହାସ ରଚିଲା ଦଳ ।

Advertisment

୭୪ ବର୍ଷ ପରେ ଇତିହାସ ରଚିଲା ଦଳ । ଫାଇନାଲରେ ବିଦର୍ଭ ସହ ମୁକାବିଲା ।

୭୪ ବର୍ଷ ପରେ ଇତିହାସ ରଚିଲା ଦଳ । ଫାଇନାଲରେ ବିଦର୍ଭ ସହ ମୁକାବିଲା ।

ଇତିହାସ ରଚିଲା କେରଳ

ଇତିହାସ ରଚିଲା କେରଳ

କନକ ନ୍ୟୁଜ୍‌ : ୭୪ ବର୍ଷ ପରେ ରଣଜୀ ଟ୍ରଫି ଫାଇନାଲରେ ପହଞ୍ଚିଲା କେରଳ। ପ୍ରଥମ ଥର ପାଇଁ କେରଳ ଟିମ୍ ରଣଜୀ ଫାଇନାଲରେ ପହଞ୍ଚି ଇତିହାସ ରଚିଛି। ସେମିଫାନାଲରେ ରୋମାଞ୍ଚକର ମ୍ୟାଚରେ ଗୁଜରାଟକୁ ହରାଇ ଫାଇନାଲରେ ପ୍ରବେଶ କରିଛି କେରଳ। ଗୁଜରାଟଠୁ ମାତ୍ର ଦୁଇ ରନ ଲିଡରେ ରହିବାକୁ ଫାଇନାଲରେ ପ୍ରବେଶ କରିଛି ଦଳ ।

 କେରଳ ୪୫୭ ରନ କରିଥିବା ବେଳେ ଗୁଜରାଟ ୪୫୫ ରନରେ ରହିଯାଇଛି । ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ। ସେପଟେ ମୁମ୍ବାଇକୁ ହରାଇ ଫାଇନାଲରେ ପ୍ରବେଶ କରିଛି ବିଦର୍ଭ। ଆସନ୍ତା ଫେବୃଆରୀ ୨୬ ତାରିଖରୁ ଫାଇନାଲ ମ୍ୟାଚ ଖେଳାଯିବ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe