କେନ୍ଦୁଝର ଜୁନିୟର ଖଣି ଅଧିକାରୀ ପଦ୍ମନାଭ ହୋତା ଗିରଫ :ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ।

Advertisment

ଗିରଫ ହେଲେ କେନ୍ଦୁଝରର ଜୁନିଅର ଖଣି ଅଧିକାରୀ ପଦ୍ମନାଭ ହୋତା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଦ୍ମନାଭଙ୍କୁ ବାନ୍ଧିଛି ଭିଜିଲାନ୍ସ। ତାଙ୍କର ବିଭିନ୍ନ ଠିକଣାରେ ଚଢାଉ ବେଳେ ଭୁବନେଶ୍ବରରେ ୩ଟି ବହୁତଳ ପ୍ରାସାଦ, ୫ ହଜାର ୮୦୦ ବର୍ଗଫୁଟର ଗୋଟିଏ ୪ ମହଲା କୋଠାଘର, ୨ଟି ବେନାମୀ ଫ୍ଲାଟ୍, ୧୪ଟି ପ୍ଲଟ୍, ୫ ଏକରର ଗୋଟିଏ ଫାର୍ମ ହାଉସ୍ ମିଳିଛି।

khani

କନକବ୍ୟୁରୋ : ଗିରଫ ହେଲେ କେନ୍ଦୁଝରର ଜୁନିଅର ଖଣି ଅଧିକାରୀ ପଦ୍ମନାଭ ହୋତା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଦ୍ମନାଭଙ୍କୁ ବାନ୍ଧିଛି ଭିଜିଲାନ୍ସ । ତାଙ୍କର ବିଭିନ୍ନ ଠିକଣାରେ ଚଢାଉ ବେଳେ ଭୁବନେଶ୍ବରରେ ୩ଟି ବହୁତଳ ପ୍ରାସାଦ, ୫ ହଜାର ୮୦୦ ବର୍ଗଫୁଟର ଗୋଟିଏ ୪ ମହଲା କୋଠାଘର, ୨ଟି ବେନାମୀ ଫ୍ଲାଟ୍, ୧୪ଟି ପ୍ଲଟ୍, ୫ ଏକରର ଗୋଟିଏ ଫାର୍ମ ହାଉସ୍ ମିଳିଛି । 

ଫାର୍ମ ହାଉସରେ ୭୦ ଲକ୍ଷ ଟଙ୍କାର ସମ୍ପତ୍ତି, ନଗଦ ୫୩ ଲକ୍ଷ ଟଙ୍କା ଜମାରାଶି, ୧ ଲକ୍ଷ ଟଙ୍କା ଓ ୩୦୦ ଗ୍ରାମ୍ ସୁନା ଜବତ ହୋଇଛି। ପଦ୍ମନାଭ ହୋତା ଏତେ ସମ୍ପତ୍ତି କେଉଁଠୁ ଆଣିଲେ, ସେନେଇ ସନ୍ତୋଷଜନକ ଉତ୍ତର ଭିଜିଲାନ୍ସକୁ ଦେଇପାରି ନଥିଲେ । ତାଙ୍କ ବିରୋଧରେ ଭିଜିଲାନ୍ସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । 
 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe