ନୟାଗଡ ଦଶପଲ୍ଲା ସାକେଣୀ ଠାରେ ଥିବା କେନ୍ଦୁପତ୍ର ଗୋଦାମରୁ ଲୁଟ । ବନ୍ଧୁକ ଦେଖାଇ ଲୁଟିନେଲେ କେନ୍ଦୁପତ୍ର

Advertisment

କର୍ମଚାରୀଙ୍କ ୨ଟି ମୋବାଇଲ ମଧ୍ୟ ଲୁଟିନେଲେ ଲୁଟେରା । ୧୦ରୁ ୧୨ ଜଣ ଦୁର୍ବୃତ୍ତ ଲୁଟ୍ କରିଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ ୫ ଜଣ ଗୋଦାମ ଭିତରକୁ ପଶିଥିଲେ। ବିଳମ୍ବିତ ରାତି ଗୋଟାଏରେ ଏପରି ଘଟଣା ଘଟିଛି। ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।

rgsregsrtgtrtdtg

କନକ ବୁୃ୍ୟରୋ : ନୟାଗଡ଼ ଦଶପଲ୍ଲା ସାକେଣୀ ଗୋଦାମରୁ କେନ୍ଦୁପତ୍ର ଲୁଟ କ୍ଷ ୫ରୁ ଅଧିକ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଲୁଟ କରିଥିବା ଅଭିଯୋଗ ହୋଇଛି । କର୍ମଚାରୀଙ୍କ ୨ଟି ମୋବାଇଲ ମଧ୍ୟ ଲୁଟିନେଲେ ଲୁଟେରା । ୧୦ରୁ ୧୨ ଜଣ ଦୁର୍ବୃତ୍ତ ଲୁଟ୍ କରିଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ ୫ ଜଣ ଗୋଦାମ ଭିତରକୁ ପଶିଥିଲେ। ବିଳମ୍ବିତ ରାତି ଗୋଟାଏରେ ଏପରି ଘଟଣା ଘଟିଛି। ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe