କନକ ବ୍ୟୁରୋ : କେନ୍ଦୁଝର ତେନ୍ତଳାପଶି ଗାଁରୁ ଆସିଲା ଅଭାବନୀୟ ଘଟଣା । ଦୁଷ୍କର୍ମ ପରେ ଯୁବତୀଙ୍କୁ ମାରି ଟାଙ୍ଗିଦେଇଥିବା ଅଭିଯୋଗ । ଦୁଷ୍କର୍ମ ପରେ ଯୁବତୀଙ୍କୁ ମାରି ଟାଙ୍ଗିଦେଇ ଫେରାର ହୋଇଯାଇଛନ୍ତି ଅଭିଯୁକ୍ତ । ଏହାସହ ଘଟଣା ସ୍ଥଳରେ ଅଭିଯୁକ୍ତମାନଙ୍କର ପୋଷାକ ପଡିରହିଛି । ଦୁଇ ତିନି ଜଣ ଦୁବୃର୍ତ୍ତ ବ୍ୟସ୍ତତା ଭିତରେ ନିଜ ପିନ୍ଧା ଡ୍ରେସ୍ ମଧ୍ୟ ଛାଡ଼ି ଚାଲି ଯାଇଥିବା ବେଳେ ଯୁବତୀଙ୍କୁ ହତ୍ୟା କରି ତାଙ୍କ ଘର ପଛପାଖ ଲାଟିନ ନିକଟରେ ଏକ ଗଛରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଯୁବତୀଙ୍କ ରକ୍ତାକ୍ତ ଶରୀର ଏବେ ବି ଝୁଲୁଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝର ତେନ୍ତଳାପଶି ଗାଁରେ ଅଭାବନୀୟ ଘଟଣା, ଦୁଷ୍କର୍ମ ପରେ ଯୁବତୀଙ୍କୁ ମାରି ଟାଙ୍ଗି ଦେଇଥିବା ଅଭିଯୋଗ
ଦୁଷ୍କର୍ମ ପରେ ଯୁବତୀଙ୍କୁ ମାରି ଟାଙ୍ଗିଦେଇ ଫେରାର ହୋଇଯାଇଛନ୍ତି ଅଭିଯୁକ୍ତ । ଏହାସହ ଘଟଣା ସ୍ଥଳରେ ଅଭିଯୁକ୍ତମାନଙ୍କର ପୋଷାକ ପଡିରହିଛି । ଦୁଇ ତିନି ଜଣ ଦୁବୃର୍ତ୍ତ ବ୍ୟସ୍ତତା ଭିତରେ ନିଜ ପିନ୍ଧା ଡ୍ରେସ୍ ମଧ୍ୟ ଛାଡ଼ି ଚାଲି ଯାଇଥିବା ବେଳେ ଯୁବତୀଙ୍କୁ ହତ୍ୟା କରି ତାଙ୍କ ଘର ପଛପାଖ ଲାଟିନ ନିକଟରେ ଏକ ଗଛରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।
/kanak/media/media_files/2025/06/17/uJO9wgnKwawf1aaNXS8n.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)