ଜେଡିୟୁରେ ଫାଟ, ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଲେ କେସି ତ୍ୟାଗୀ । ବିଜେପି ଓ ଜେଡିୟୁ ମେଣ୍ଟରେ ସବୁ ଠିକ୍ ନଥିବା ଚର୍ଚ୍ଚା

Advertisment

ଜେଡିୟୁରେ ଫାଟ। ନୀତୀଶଙ୍କ ଘନିଷ୍ଠ ସହଯୋଗୀ କେସି ତ୍ୟାଗୀଙ୍କ ଇସ୍ତଫା। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅତି ନିକଟତମ କେସି ତ୍ୟାଗୀ ଦଳର ଜାତୀୟ ମୁଖପାତ୍ର ପଦ ଛାଡିଛନ୍ତି। ତ୍ୟାଗୀଙ୍କ ଇସ୍ତଫପା ପରେ ରାଜୀବ ରଞ୍ଜନଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତ କରିଛନ୍ତି ନୀତୀଶ। କେସି ତ୍ୟାଗୀଙ୍କ ପାଇଁ ବିଜେପି-ଜେଡିୟୁ ମେଣ୍ଟ ସରକାରକୁ କିଛି ଫାଇଦା ମିଳୁନଥିବାରୁ ତାଙ୍କ ଇସ୍ତଫା ଦେବାକୁ କୁହାଯାଇଥିବା ସୂଚନା ମିଳିଛି।

kc

କନକ ବ୍ୟୁରୋ : ଜେଡିୟୁରେ ଫାଟ। ନୀତୀଶଙ୍କ ଘନିଷ୍ଠ ସହଯୋଗୀ କେସି ତ୍ୟାଗୀଙ୍କ ଇସ୍ତଫା। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅତି ନିକଟତମ କେସି ତ୍ୟାଗୀ ଦଳର ଜାତୀୟ ମୁଖପାତ୍ର ପଦ ଛାଡିଛନ୍ତି। ତ୍ୟାଗୀଙ୍କ ଇସ୍ତଫପା ପରେ ରାଜୀବ ରଞ୍ଜନଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତ କରିଛନ୍ତି ନୀତୀଶ। କେସି ତ୍ୟାଗୀଙ୍କ ପାଇଁ ବିଜେପି-ଜେଡିୟୁ ମେଣ୍ଟ ସରକାରକୁ କିଛି ଫାଇଦା ମିଳୁନଥିବାରୁ ତାଙ୍କ ଇସ୍ତଫା ଦେବାକୁ କୁହାଯାଇଥିବା ସୂଚନା ମିଳିଛି। ବିଜେପି ସହ ମେଣ୍ଟରେ ଯେପରି କୌଣସି ବିବାଦ ନହୁଏ ସେଥିପାଇଁ କେସି ତ୍ୟାଗୀ ଇସ୍ତଫା ଦେଇଥିବା ଜଣାପଡିଛି। ତ୍ୟାଗୀଙ୍କ ଇସ୍ତଫା ପରେ ଦଳରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। କିନ୍ତୁ ତ୍ୟାଗୀ ତାଙ୍କ ଇସ୍ତଫା ପତ୍ରରେ ମୁଖପାତ୍ର ପଦ ଛାଡିବା ପାଇଁ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ୨୦୨୪ ନିର୍ବାଚନ ପୂର୍ବରୁ ନୀତୀଶ କୁମାର ଇଣ୍ଡିଆ ଆଲିଆନ୍ସରୁ ଅଲଗା ହେବା ସମୟରେ, କେସି ତ୍ୟାଗୀ ନୀତୀଶ କୁମାରଙ୍କୁ ଜୋରଦାର୍ ସମର୍ଥନ କରିଥିଲେ। କିନ୍ତୁ ଲୋକସଭା ନିର୍ବାଚନ ଫଳାଫଳର ୩ ମାସ ପରେ କେସି ତ୍ୟାଗୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe