କନକ ବ୍ୟୁରୋ: କର୍ଣ୍ଣାଟକରେ ବଢ଼ୁଛି ଅପରାଧ । ବିଶେଷ କରି ମହିଳାଙ୍କ ପ୍ରତି ଅସଦାଚରଣ ବଢ଼ିବାରେ ଲାଗିଛି । ନିକଟରେ ସିସିଟିଭିରେ ଏକ ଭିଡିଓ କଏଦ ହୋଇଥିଲା ଯେଉଁଥିରେ ଦୁଇଜଣ ଯୁବତୀଙ୍କୁ ଜଣେ ଯୁବକ ପିଛା କରି ଦୁବ୍ୟହାର କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଘଟଣାକୁ ନେଇ ଯେତେବେଳେ କର୍ଣ୍ଣାଟକ ଗୃହମନ୍ତ୍ରୀଙ୍କୁ ପ୍ରଶ୍ନ କରାଗଲା ସେତେବେଳେ ମନ୍ତ୍ରୀ ମହୋଦୟ କହିଛନ୍ତି ବଡ ବଡ ସହରରେ ଏଭଳି ଘଟଣା ଏକ ସାଧାରଣ କଥା । ପୁଲିସ ତା ବାଟରେ କାମ କରୁଛି । ମନ୍ତ୍ରୀଙ୍କ ଏହି ବୟାନ ନିଆଁ ପରି ପ୍ରଚାର ହେବା ପରେ ବିଜେପି ଏହାକୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ କହି ବିରୋଧ କରିବା ଆରମ୍ଭ କରିଛି ।
ବିବାଦରେ କର୍ଣ୍ଣାଟକ ଗୃହମନ୍ତ୍ରୀ, ବଡ଼ ସହରରେ ଅସଦାଚରଣ ସାଧାରଣ ଘଟଣା କହିଲେ
ବିବାଦରେ କର୍ଣ୍ଣାଟକ ଗୃହମନ୍ତ୍ରୀ । ଜି.ପରମେଶ୍ବେରଙ୍କ ବୟାନ, ବଡ଼ ସହରରେ ଅସଦାରଚଣ ଘଟଣା ସାଧାରଣ କଥା । ବିରୋଧୀଙ୍କ ତୁମ୍ବିତୋଫାନ ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)