ପୁଣି ବୁଡ଼ିଲା ମାଲକାନଗିରି କାଲିମେଳା କନ୍ୟାଶ୍ରମ ପୋଲ । ଦୁଇ ଦିନ ହେଲା ଜାରି ରହିଛି ଲଗାଣ ବର୍ଷା

Advertisment

ପୁଣି ବୁଡିଲା ମାଲକାନଗିରି କାଲିମେଳା କନ୍ୟା ଶ୍ରମ ପୋଲ। ଗତ ଦୁଇ ଦିନ ଧରି  କାଲିମେଳା ଅଞ୍ଚଳରେ ଲଗାଣ ବର୍ଷା ହେବା ଯୋଗୁଁ କନ୍ୟାଶ୍ରମ ପୋଲ ଉପରେ ଆଜି ସକାଳୁ ଦୁଇ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି ।

ପୁଣି ବୁଡିଲା ମାଲକାନଗିରି କାଲିମେଳା କନ୍ୟା ଶ୍ରମ ପୋଲ। ଗତ ଦୁଇ ଦିନ ଧରି  କାଲିମେଳା ଅଞ୍ଚଳରେ ଲଗାଣ ବର୍ଷା ହେବା ଯୋଗୁଁ କନ୍ୟାଶ୍ରମ ପୋଲ ଉପରେ ଆଜି ସକାଳୁ ଦୁଇ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି ।

Kalimela

କନକ ବ୍ୟୁରୋ : ପୁଣି ବୁଡିଲା ମାଲକାନଗିରି କାଲିମେଳା କନ୍ୟା ଶ୍ରମ ପୋଲ। ଗତ ଦୁଇ ଦିନ ଧରି  କାଲିମେଳା ଅଞ୍ଚଳରେ ଲଗାଣ ବର୍ଷା ହେବା ଯୋଗୁଁ କନ୍ୟାଶ୍ରମ ପୋଲ ଉପରେ ଆଜି ସକାଳୁ ଦୁଇ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ କାଲିମେଳାରୁ ଛତିଶଗଡକୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ଗତ ୨୪ ଘଣ୍ଟା ଭିତରେ କନ୍ୟାଶ୍ରମ ପୋଲ ଦୁଇ ଥର ବୁଡି ଯିବା ଯୋଗୁଁ ଗମନାଗମନ ପ୍ରଭାବିତ ହୋଇଛି । ତେବେ କିଛି ଅମାନିଆ ବିପଦପୂର୍ଣ୍ଣ ଭାବରେ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ସତ୍ୱେ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe