ମା' ଦୁର୍ଗାଙ୍କ ବେଶରେ କୁନି କୁନି ପିଲା; ମଥାରେ କୁମକୁମ୍ ଓ ମୁଣ୍ଡରେ ନାଲି ଓଢ଼ଣି ପକାଇ ଚାଲିଛି ପୂଜା

Advertisment

ମଣ୍ଡପରେ ଚାଲିଛି ମହାମାୟାଙ୍କ ମହାନବମୀ ପୂଜା । ଭୁବନେଶ୍ୱର ପଞ୍ଚମୁଖୀ ଗ୍ରୀନ୍ସ ପୂଜା ମଣ୍ଡପରେ କୁନି କୁନି ପିଲାଙ୍କୁ ଦୁର୍ଗା ରୁପରେ ସଜାଇ କନ୍ୟାପୂଜନ ।

ମଣ୍ଡପରେ ଚାଲିଛି ମହାମାୟାଙ୍କ ମହାନବମୀ ପୂଜା । ଭୁବନେଶ୍ୱର ପଞ୍ଚମୁଖୀ ଗ୍ରୀନ୍ସ ପୂଜା ମଣ୍ଡପରେ କୁନି କୁନି ପିଲାଙ୍କୁ ଦୁର୍ଗା ରୁପରେ ସଜାଇ କନ୍ୟାପୂଜନ ।

Kanya Puja

ପୂଜା ମଣ୍ଡପରେ ଚାଲିଛି ମା ଦୁର୍ଗାଙ୍କ ନବମୀ ପୂଜା । ମାଙ୍କ ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଆଉ ଏହାରି ଭିତରେ ମାଆଙ୍କ ପାଖରେ ଚାଳିଛି କନ୍ୟା ପୂଜନ ।

ମଥାରେ କୁମକୁମ୍ ଓ ମୁଣ୍ଡରେ ନାଲି ଓଢ଼ଣି ପକାଇ କନ୍ୟାଙ୍କୁ ମାଆ ଦୁର୍ଗାଙ୍କ ରୂପରେ ସଜେଇ ପୂଜା କରାଯାଉଛି । ଭୁବନେଶ୍ଵରର ଅଟଳା ସ୍ଥିତ ପଞ୍ଚମୁଖୀ ଗ୍ରୀନ୍ସ ପୂଜା ମଣ୍ଡପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ପୀଠରେ ମାଆଙ୍କ ବିଜୟୀ ଦଶମୀ, ମଣ୍ଡପରେ ମହାମାୟାଙ୍କ ମହାନବମୀ ପୂଜା । ସବୁଠି ପୂଜାର ମାହୋଲ । ମଣ୍ଡପରେ ମାଆ ଜଗତ ଜନନୀଙ୍କ ନବମୀ ପୂଜା କରାଯାଉଛି । ମା’ ଦୁର୍ଗାଙ୍କ ପୂଜା ପାଇଁ ସଜେଇ ହୋଇଛି ଗାଁଠୁ ସହର । ରଙ୍ଗୀନ ଆଲୋକମାଳା, ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୂଜା ମଣ୍ଡପ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe