ଫିଲ୍ମ ଏମରଜେନ୍ସି ଦେଖିବାକୁ ପ୍ରିୟଙ୍କା ଗାନ୍ଧୀଙ୍କୁ କଙ୍ଗନାଙ୍କ ନିମନ୍ତ୍ରଣ : ଜାନୁଆରୀ ୧୭ରେ ହେବ ରିଲିଜ , ଆସିବା ନେଇ ଉଠିଲା ପ୍ରଶ୍ନ

Advertisment

ସାଂସଦଙ୍କୁ ସାଂସଦଙ୍କ ନିମନ୍ତ୍ରଣ । ଫିଲ୍ମ ଏମରଜେନ୍ସି ଦେଖିବାକୁ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ  । ଏନେଇ ଏକ ସାକ୍ଷାତାକାରରେ ଏନେଇ ସୂଚନା ଦେଇଛନ୍ତି ସିନେମାର ଲିଡ ଷ୍ଟାର କଙ୍ଗନା

Manoranjan (7)

Manoranjan (7) Photograph: (Manoranjan (7))

କନକବ୍ୟୁରୋ : ସାଂସଦଙ୍କୁ ସାଂସଦଙ୍କ ନିମନ୍ତ୍ରଣ ।  ଫିଲ୍ମ ଏମରଜେନ୍ସି ଦେଖିବାକୁ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ  । ଏନେଇ ଏକ ସାକ୍ଷାତାକାରରେ ଏନେଇ ସୂଚନା ଦେଇଛନ୍ତି ସିନେମାର ଲିଡ ଷ୍ଟାର କଙ୍ଗନା  ।  ସତ୍ୟ କାହାଣୀ ଉପରେ ଆଧାରିତ ଏମରଜେନ୍ସିରେ କଙ୍ଗନାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ଇନ୍ଦିରା  ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ତେବେ କାହାଣୀ, ଚରିତ୍ର ଓ ଲୁକ ରିଲିଜ ପୂର୍ବରୁ ହିଁ ଖୁବ ଚର୍ଚ୍ଚାରେ ରହିଛି । ଜାନୁଆରୀ ୧୭ରେ ରିଲିଜ ହେବ ଏମରଜେନ୍ସି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe