କନକ ବ୍ୟୁରୋ: କନ୍ଧମାଳ ପୁଲିସର ବଡ଼ ଅପରେସନ୍ । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ ହୋଇଛନ୍ତି । ଅପରେସନରେ ଡିଭିଏଫ୍ ଓ ଏସ୍ଓଜି ଯବାନ୍ ସାମିଲ୍ ଅଛନ୍ତି । ଗୁଇନ୍ଦା ସୂଚନାକୁ ଆଧାର କରି ଯବାନମାନେ ଅପରେସନ୍ ଆରମ୍ଭ କରିଥିଲେ । ଏହି ସମୟରେ ଯବାନଙ୍କ ଗୁଳିରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି । ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା କର୍ମୀମାନେ ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି । ବୁଡାଗୁଡ଼ା ସୁକାଲାଦା ନିକଟସ୍ଥ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଛି କୁମ୍ବିଂ ଅପରେସନ୍ ।
କନ୍ଧମାଳ ପୁଲିସର ବଡ଼ ଅପରେସନ୍, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
ଏହି ସମୟରେ ଯବାନଙ୍କ ଗୁଳିରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି । ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା କର୍ମୀମାନେ ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି ।
/kanak/media/media_files/2025/06/30/5mao-2025-06-30-17-21-19.jpg)