କନକବ୍ୟୁରୋ :  ମୋ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି ପୂର୍ବତନ ବିଧାୟକ ତଥା ବିଜେଡିର ସାଂସଦ ପ୍ରାର୍ଥୀ । ଏମିତି କିଛି କହିଛନ୍ତି  ଅଭିଯୁକ୍ତକୁ  ଭିଡ଼ିଓରେ ନାଁ ନେବା ପାଇଁ ମଧ୍ୟ କୁହାଯାଇଥିଲା ଏମିତି କିଛି କହିଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ  ।  ଏଥିସହ  ସେ କହିଛନ୍ତି ବିଧାୟକଙ୍କ ନାଁ ନେବା ପାଇଁ ବାଧ୍ୟ କରାଯାଇଥିଲା । ବିଧାୟକଙ୍କ ନାଁ ନେଲେ ତାଙ୍କୁ ଖସେଇ ଦିଆଯିବ ବୋଲି କୁହାଯାଇଥିଲା ।   ବିଜେଡି ସମୟରେ ୩୦ ଟି ହାତୀ ମରିଛନ୍ତି । ଯିଏ ବ୍ୟକ୍ତିଗତ ଆକ୍ଷେପ ଆରମ୍ଭ କରିଛନ୍ତି, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା କଥା  । ପୋଲିସ ନିକଟରେ ଅଭିଯୋଗ କରିଛି  ।  ମାନହାନି ମକଦ୍ଦମା କରିଛି  ।  ଆଇନ ତା ବାଟରେ ଯିବ ମୋର ଭରସା ଅଛି  ।  ଗ୍ରାଉଣ୍ଡକୁ ନେଇ ମୋର ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ପଚାରନ୍ତୁ... 

Advertisment