କନକ ନ୍ୟୁଜ ହେଲ୍‌ଥ କନ୍‌କ୍ଲେଭ ୨୦୨୫, ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ୍

ସ୍ବାସ୍ଥ୍ୟମନ୍ତ୍ରୀ କହିଲେ: ନୂଆ ମେଡିକାଲ କଲେଜ ଖୋଲିବ । ୪ଟି ନୂଆ ଡେଣ୍ଟାଲ ମେଡିକାଲ କଲେଜ ମଧ୍ୟ ଖୋଲିବ ।

କନକ ନ୍ୟୁଜ୍‌ ହେଲ୍‌ଥ କନ୍‌କ୍ଲେଭ୍‌

କନକ ନ୍ୟୁଜ୍‌ ହେଲ୍‌ଥ କନ୍‌କ୍ଲେଭ୍‌ Photograph: (KanakNews)

କନକ ବ୍ୟୁରୋ: କନକ ନ୍ୟୁଜ ହେଲ୍‌ଥ କନ୍‌କ୍ଲେଭ ୨୦୨୫, ଯୋଗଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ୍ । ଏଥିରେ ସେ କହିଛନ୍ତି,‘ସବୁ ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ପରିକଳ୍ପନା’ । ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ୧୨୦ ପ୍ରକାର ଔଷଧ ମାଗଣାର ଦିଆଯାଉଛି ।

ଓରାଲ କ୍ୟାନସର ଷ୍ଟ୍ରିପ୍ ଆୟୁଷ୍ମାନ ମନ୍ଦିରରେ ଉପଲବ୍ଧ: ସ୍ୱାସ୍ଥ୍ୟମନ୍ତ୍ରୀ । 'ମେଡିକାଲ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବାକୁ ଯାଉଛି । ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ନୂଆ ମେଡିକାଲ କଲେଜ ଖୋଲିବ । ୪ଟି ନୂଆ ଡେଣ୍ଟାଲ ମେଡିକାଲ କଲେଜ ମଧ୍ୟ ଖୋଲିବ’। ‘ରାଜ୍ୟରେ ମେଡିକାଲ କଲେଜ୍ ପିଜି ସିଟ୍‌ରେ ବୃଦ୍ଧି କରାଯିବ’ । 


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe