କନକ ବ୍ୟୁରୋ: କନକ ନ୍ୟୁଜ ହେଲ୍ଥ କନ୍କ୍ଲେଭ ୨୦୨୫, ଯୋଗଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ୍ । ଏଥିରେ ସେ କହିଛନ୍ତି,‘ସବୁ ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ପରିକଳ୍ପନା’ । ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ୧୨୦ ପ୍ରକାର ଔଷଧ ମାଗଣାର ଦିଆଯାଉଛି ।
ଓରାଲ କ୍ୟାନସର ଷ୍ଟ୍ରିପ୍ ଆୟୁଷ୍ମାନ ମନ୍ଦିରରେ ଉପଲବ୍ଧ: ସ୍ୱାସ୍ଥ୍ୟମନ୍ତ୍ରୀ । 'ମେଡିକାଲ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବାକୁ ଯାଉଛି । ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ନୂଆ ମେଡିକାଲ କଲେଜ ଖୋଲିବ । ୪ଟି ନୂଆ ଡେଣ୍ଟାଲ ମେଡିକାଲ କଲେଜ ମଧ୍ୟ ଖୋଲିବ’। ‘ରାଜ୍ୟରେ ମେଡିକାଲ କଲେଜ୍ ପିଜି ସିଟ୍ରେ ବୃଦ୍ଧି କରାଯିବ’ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/08/23/health-conclave-2025-2025-08-23-16-21-03.jpg)