କନକ ବ୍ୟୁରୋ : ବାଲି ଚୋରା ଚାଲାଣ ର ନୂଆ ଫଣ୍ଡା' । ଟ୍ରକ୍, ଟ୍ରାକ୍ଟର କିମ୍ବା ଡମ୍ଫର ନୁହେଁ; ବରଂ ଡଙ୍ଗାରେ ଚାଲାଣ ହେଉଛି ବୁଢ଼ାବଳଙ୍ଗର ବାଲି । ବାଲି ଚୋରି ସାଂଘାତିକ ଦୃଶ୍ୟ କନକ ନ୍ୟୁଜ ହାତରେ ଲାଗିଛି । ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ କଞ୍ଚନପାଳ ଗାଁ ନିକଟ ବୁଢ଼ାବଳଙ୍ଗ ନଦୀ ଶଯ୍ୟାରୁ ଏଭଳି ନିଆରା ଢଙ୍ଗରେ ବାଲି ଚୋରି କରୁଛନ୍ତି ଦଲାଲ । ଖବର ପାଇ ଜିଲ୍ଲା ମାଇନିଂ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବାଲି ବୋଝେଇ ଡଙ୍ଗାକୁ ଜବତ୍ କରି ଘଟଣାର ଅଧିକ ତଦନ୍ତ ଜାରିରଖିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us