କନକ ବ୍ୟୁରୋ : ବାଲି ଚୋରା ଚାଲାଣ ର ନୂଆ ଫଣ୍ଡା' । ଟ୍ରକ୍, ଟ୍ରାକ୍ଟର କିମ୍ବା ଡମ୍ଫର ନୁହେଁ; ବରଂ ଡଙ୍ଗାରେ ଚାଲାଣ ହେଉଛି ବୁଢ଼ାବଳଙ୍ଗର ବାଲି । ବାଲି ଚୋରି ସାଂଘାତିକ ଦୃଶ୍ୟ କନକ ନ୍ୟୁଜ ହାତରେ ଲାଗିଛି । ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ କଞ୍ଚନପାଳ ଗାଁ ନିକଟ ବୁଢ଼ାବଳଙ୍ଗ ନଦୀ ଶଯ୍ୟାରୁ ଏଭଳି ନିଆରା ଢଙ୍ଗରେ ବାଲି ଚୋରି କରୁଛନ୍ତି ଦଲାଲ । ଖବର ପାଇ ଜିଲ୍ଲା ମାଇନିଂ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବାଲି ବୋଝେଇ ଡଙ୍ଗାକୁ ଜବତ୍ କରି ଘଟଣାର ଅଧିକ ତଦନ୍ତ ଜାରିରଖିଛି।
କନକ ନ୍ୟୁଜ ହାତରେ ଲାଗିଲା ସାଂଘାତିକ ଦୃଶ୍ୟ, ଟ୍ରକ୍ କି ଟ୍ରାକ୍ଟର ନୁହେଁ ଡଙ୍ଗାରେ ଚାଲାଣ ହେଉଛି ବୁଢାବଳଙ୍ଗ ନଦୀର ବାଲି
ଟ୍ରକ୍, ଟ୍ରାକ୍ଟର କିମ୍ବା ଡମ୍ଫର ନୁହେଁ; ବରଂ ଡଙ୍ଗାରେ ଚାଲାଣ ହେଉଛି ବୁଢ଼ାବଳଙ୍ଗର ବାଲି । ବାଲି ଚୋରି ସାଂଘାତିକ ଦୃଶ୍ୟ କନକ ନ୍ୟୁଜ ହାତରେ ଲାଗିଛି ।
/kanak/media/media_files/2025/08/05/9-2025-08-05-16-37-46.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)