ବକ୍ସ ଅଫିସରେ କମାଲ୍ କରୁଛି ଓଡ଼ିଆ ଫିଲ୍ମ ‘କର୍ମ’:ତିନିଦିନରେ ୧କୋଟିରୁ ଅଧିକ ଟଙ୍କା ଆୟ

କର୍ମ କମେଇଲାଣି କୋଟିଏ ଟଙ୍କା। ମାତ୍ର ୩ ଦିନରେ କର୍ମ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା କଲେକ୍ସନ କରିଛି। ବକ୍ସ ଅଫିସ କଲେକ୍ସନ ଗୋଟିଏ ଦିନରେ ସିନେମାଟି ୩୭ ଲକ୍ଷ ଟଙ୍କା କରିଥିବା ବେଳେ ମାତ୍ର ୩ଦିନରେ ଏକ ନୂଆ ଇତିହାସ ସୃଷ୍ଟି କରିଛି।

24444

କନକବ୍ୟୁରୋ: କର୍ମ କମେଇଲାଣି କୋଟିଏ ଟଙ୍କା। ମାତ୍ର ୩ ଦିନରେ କର୍ମ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା କଲେକ୍ସନ କରିଛି । ବକ୍ସ ଅଫିସ କଲେକ୍ସନ ଗୋଟିଏ ଦିନରେ ସିନେମାଟି ୩୭ ଲକ୍ଷ ଟଙ୍କା କରିଥିବା ବେଳେ ମାତ୍ର ୩ଦିନରେ ଏକ ନୂଆ ଇତିହାସ ସୃଷ୍ଟି କରିଛି ।

କେବଳ ଓଡିଶା ନୁହଁ ବରଂ ଓଡିଶା ବାହାରେ ମୁମ୍ବାଇ, ବେଙ୍ଗାଳୁରୁ ଭଳି ସହରରେ ମଧ୍ୟ ହାଉସଫୁଲରେ ଲୋକ ଦେଖୁଛନ୍ତି ସିନେମା । ଓଡ଼ିଆ ସିନେମାକୁ ନେଇ ଦର୍ଶକଙ୍କ ଅନେକ ଅଭିଯୋଗ ରହି ଆସିଥିଲା । ଏପରି ଅଭିଯୋଗକୁ ଆଗକୁ ଦୂର କରିବା ପ୍ରୟାସ ଚାଲିଛି ବୋଲି କର୍ମ ଟିମ୍ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe