କନକବ୍ୟୁରୋ: କର୍ମ କମେଇଲାଣି କୋଟିଏ ଟଙ୍କା। ମାତ୍ର ୩ ଦିନରେ କର୍ମ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା କଲେକ୍ସନ କରିଛି । ବକ୍ସ ଅଫିସ କଲେକ୍ସନ ଗୋଟିଏ ଦିନରେ ସିନେମାଟି ୩୭ ଲକ୍ଷ ଟଙ୍କା କରିଥିବା ବେଳେ ମାତ୍ର ୩ଦିନରେ ଏକ ନୂଆ ଇତିହାସ ସୃଷ୍ଟି କରିଛି ।
କେବଳ ଓଡିଶା ନୁହଁ ବରଂ ଓଡିଶା ବାହାରେ ମୁମ୍ବାଇ, ବେଙ୍ଗାଳୁରୁ ଭଳି ସହରରେ ମଧ୍ୟ ହାଉସଫୁଲରେ ଲୋକ ଦେଖୁଛନ୍ତି ସିନେମା । ଓଡ଼ିଆ ସିନେମାକୁ ନେଇ ଦର୍ଶକଙ୍କ ଅନେକ ଅଭିଯୋଗ ରହି ଆସିଥିଲା । ଏପରି ଅଭିଯୋଗକୁ ଆଗକୁ ଦୂର କରିବା ପ୍ରୟାସ ଚାଲିଛି ବୋଲି କର୍ମ ଟିମ୍ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/UPt0F3w2C32MuO6DeY7j.jpg)