Advertisment
ନ୍ୟୁଜ୍

ଭାରତରେ କମଲା ହାରିସଙ୍କ ପାଇଁ ଚାଲିଛି ପୂଜାର୍ଚ୍ଚନା

କମାଲା ହାରିସଙ୍କ ପାଇଁ ଭାରତରେ ପ୍ରାର୍ଥନା । ତାମିଲନାଡୁର ଥୁଲସେନ୍ଦ୍ରପୁରମ୍ ଗାଁରେ ଯେଉଁଠି ହାରିସଙ୍କର ଅଜା ଜନ୍ମ ଗ୍ରହଣ କରିଥିଲେ ସେଠି ଜୋରଦାର ପୂଜା କରାଯାଉଛି ।

  ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ  ହାରିସଙ୍କ ବିଜୟ ପାଇଁ  କାମନା କରୁଛନ୍ତି  ଲୋକେ
ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ହାରିସଙ୍କ ବିଜୟ ପାଇଁ କାମନା କରୁଛନ୍ତି ଲୋକେ
Advertisment

Join and get latest news updates delivered to you via social media

Follow us:
ସବସ୍କ୍ରାଇବ କରନ୍ତୁ