ହକି ଇଣ୍ଡିଆ  ଲିଗ୍‌ରେ  କଳିଙ୍ଗ ଲାନ୍ସର୍ସ ଚାମ୍ପିଅନ, ରାଞ୍ଚି ରୟାଲସ୍‌କୁ ୩-୨  ଗୋଲ୍‌ରେ ହରାଇଲା କଳିଙ୍ଗ ଲାନ୍ସର୍ସ

Advertisment

ରାଞ୍ଚି ରୟାଲସ୍‌କୁ ହରାଇ କଳିଙ୍ଗ ଚାମ୍ପିଅନ ହୋଇଛି । ୩-୨  ଗୋଲ୍‌ରେ ହରାଇଛି କଳିଙ୍ଗ ଲାନ୍ସର୍ସ ।  ବ୍ରୋଞ୍ଚ ପଦକ  ହାତେଇଲା ହାଇଦ୍ରାବାଦ  ତୁଫାନ୍ସ । 

ରାଞ୍ଚି ରୟାଲସ୍‌କୁ ହରାଇ କଳିଙ୍ଗ ଚାମ୍ପିଅନ ହୋଇଛି । ୩-୨  ଗୋଲ୍‌ରେ ହରାଇଛି କଳିଙ୍ଗ ଲାନ୍ସର୍ସ ।  ବ୍ରୋଞ୍ଚ ପଦକ  ହାତେଇଲା ହାଇଦ୍ରାବାଦ  ତୁଫାନ୍ସ । 

Kalinga Lancers win

Kalinga Lancers win Photograph: (Google)

 କନକ ବ୍ୟୁରୋ:  ହକି ଇଣ୍ଡିଆ  ଲିଗ୍‌ରେ  କଳିଙ୍ଗ ଲାନ୍ସର୍ସ ଚାମ୍ପିଅନ । ରାଞ୍ଚି ରୟାଲସ୍‌କୁ ହରାଇ କଳିଙ୍ଗ ଚାମ୍ପିଅନ ହୋଇଛି । ୩-୨  ଗୋଲ୍‌ରେ ହରାଇଛି କଳିଙ୍ଗ ଲାନ୍ସର୍ସ ।  ବ୍ରୋଞ୍ଚ ପଦକ  ହାତେଇଲା ହାଇଦ୍ରାବାଦ  ତୁଫାନ୍ସ ।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ହକି ଇଣ୍ଡିଆ  ଲିଗ୍‌ର ଫାଇନାଲ ଖେଳା ଯାଇଥିଲା ।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe