କନକ ବ୍ୟୁରୋ:  ହକି ଇଣ୍ଡିଆ  ଲିଗ୍‌ରେ  କଳିଙ୍ଗ ଲାନ୍ସର୍ସ ଚାମ୍ପିଅନ । ରାଞ୍ଚି ରୟାଲସ୍‌କୁ ହରାଇ କଳିଙ୍ଗ ଚାମ୍ପିଅନ ହୋଇଛି । ୩-୨  ଗୋଲ୍‌ରେ ହରାଇଛି କଳିଙ୍ଗ ଲାନ୍ସର୍ସ ।  ବ୍ରୋଞ୍ଚ ପଦକ  ହାତେଇଲା ହାଇଦ୍ରାବାଦ  ତୁଫାନ୍ସ ।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ହକି ଇଣ୍ଡିଆ  ଲିଗ୍‌ର ଫାଇନାଲ ଖେଳା ଯାଇଥିଲା ।   

Advertisment