ବିଭିନ୍ନ ଶକ୍ତିପୀଠରେ ଚାଲିଛି ମାଆଙ୍କ ଷୋଡଶ ଉପଚାର: ସୁନା ବେଶରେ ଦର୍ଶନ ଦେଉଛନ୍ତି କାକଟପୁରର ମାଆ ମଙ୍ଗଳା

Advertisment

ଶାରଦୀୟ ପାର୍ବଣ ପୂଜା ପାଇଁ ରାଜ୍ୟର ବିଭିନ୍ନ ଶକ୍ତିପୀଠ ଚଳଚଂଚଳ ହୋଇପଡ଼ିଛି । କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠ ଉତ୍ସବ ମୁଖର ହୋଇଉଠିଛି । ପାର୍ବଣ ସମୟରେ ମାଆଙ୍କୁ ଷୋଡଶ ଉପଚାରରେ ପୂଜା କରାଯାଏ ।

ଶାରଦୀୟ ପାର୍ବଣ ପୂଜା ପାଇଁ ରାଜ୍ୟର ବିଭିନ୍ନ ଶକ୍ତିପୀଠ ଚଳଚଂଚଳ ହୋଇପଡ଼ିଛି । କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠ ଉତ୍ସବ ମୁଖର ହୋଇଉଠିଛି । ପାର୍ବଣ ସମୟରେ ମାଆଙ୍କୁ ଷୋଡଶ ଉପଚାରରେ ପୂଜା କରାଯାଏ ।

scs

କନକ ବ୍ୟୁରୋ: ଶାରଦୀୟ ପାର୍ବଣ ପୂଜା ପାଇଁ ରାଜ୍ୟର ବିଭିନ୍ନ ଶକ୍ତିପୀଠ ଚଳଚଂଚଳ ହୋଇପଡ଼ିଛି । କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠ ଉତ୍ସବ ମୁଖର ହୋଇଉଠିଛି । ପାର୍ବଣ ସମୟରେ ମାଆଙ୍କୁ ଷୋଡଶ ଉପଚାରରେ ପୂଜା କରାଯାଏ । ଅନ୍ୟଦିନ ମାନଙ୍କରେ ପଞ୍ଚ ଉପଚାରେ ପୂଜା କରାଯାଏ । ଆଜି ଏହି ପୂଜାର ଚତୁର୍ଥ ଦିନ । ମାଆ ମଙ୍ଗଳା ଆଜି ସୁବର୍ଣ ମୁକୁଟ ପରିଧାନ କରି ଚନ୍ଦନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏହି ଷୋଡଶ ଉପଚାର ପୂଜାର ଅନେକ ନୀତି ନିୟମ ବିଧି ବିଧାନ ରହିଛି । ଏହି ପୂଜା ସମୟରେ ସ୍ବତନ୍ତ୍ର ତାଲିମପ୍ରାପ୍ତ ପୂଜକ ନିଯୁକ୍ତି ହୋଇ ଏହି ବିଶେଷ ପୂଜା ନୀତି କରିଥାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe