ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଜଷ୍ଟିସ ଅରିଜିତ ପଶାୟତ । ୨୮ତାରିଖରେ କଟକରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ

Advertisment

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଇଡି ନିର୍ଦ୍ଦେଶକ ରାହୁଲ ନବୀନ । ଖୋଲିବ ଅନେକ ଗୁରୁତ୍ବପୂର୍ଣ୍ଣ ଫାଇଲ । ସଂଧ୍ୟାରେ ଭୁବନେଶ୍ବରରେ ପହଂଚିବା ପରେ ବୁଧବାର କଟକ ଗସ୍ତରେ ଯିବେ । କଟକରେ ଆୟୋଜିତ ଏସ୍‌ଆଇଟି ବୈଠକରେ ସାମିଲ ହେବ ।

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଇଡି ନିର୍ଦ୍ଦେଶକ ରାହୁଲ ନବୀନ । ଖୋଲିବ ଅନେକ ଗୁରୁତ୍ବପୂର୍ଣ୍ଣ ଫାଇଲ । ସଂଧ୍ୟାରେ ଭୁବନେଶ୍ବରରେ ପହଂଚିବା ପରେ ବୁଧବାର କଟକ ଗସ୍ତରେ ଯିବେ । କଟକରେ ଆୟୋଜିତ ଏସ୍‌ଆଇଟି ବୈଠକରେ ସାମିଲ ହେବ ।

Arijit Pasayat

କନକ ବ୍ୟୁରୋ : ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଇଡି ନିର୍ଦ୍ଦେଶକ ରାହୁଲ ନବୀନ । ଖୋଲିବ ଅନେକ ଗୁରୁତ୍ବପୂର୍ଣ୍ଣ ଫାଇଲ । ସଂଧ୍ୟାରେ ଭୁବନେଶ୍ବରରେ ପହଂଚିବା ପରେ ବୁଧବାର କଟକ ଗସ୍ତରେ ଯିବେ । କଟକରେ ଆୟୋଜିତ ଏସ୍‌ଆଇଟି ବୈଠକରେ ସାମିଲ ହେବ । ସେପଟେ ଆଜିଠାରୁ ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କଳାଧନ ସମ୍ପର୍କିତ ଏସଆଇଟି ଅଧ୍ୟକ୍ଷ ଡକ୍ଟର ଜଷ୍ଚିସ ଅରିଜିତ ପଶାୟତ । ଆସନ୍ତାକାଲି ପୁରୀ ଗସ୍ତରେ ଯିବେ ଜଷ୍ଟିସ ପଶାୟତ । ୨୮ ତାରିଖ କଟକରେ ଦିନ ୧୧ଟା ବେଳେ ଏସଆଇଟିର ବୈଠକ ବସିବ। ବୈଠକରେ ଯୋଗଦେବେ ଇଡିର ନିର୍ଦ୍ଦେଶକ ସମେତ ବହୁ କେନ୍ଦ୍ରୀୟ ଓ ରାଜ୍ୟ ତଦନ୍ତ ଏଜେନ୍ସିର ଅଧିକାରୀ । ରାଜ୍ୟରେ ଭିଜିଲାନ୍ସ ପକ୍ଷରୁ ମାମଲା ଦାଏର ହୋଇଥିବା ୧୧ ଜଣ ଲାଞ୍ଚୁଆ ଅଧିକାରୀଙ୍କ ସମ୍ପର୍କରେ ଆଲୋଚନା କରାଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe