କନକ ବ୍ୟୁରୋ: ରିଲିଜର ପ୍ରଥମ ଦିନରୁ ହିଁ କମାଲ କରୁଛି ସିନେମା ଦେବରା ପାର୍ଟ ୱାନ । ବଲିଉଡ ଓ ସାଉଥ ସିନେ ଇଣ୍ଡଷ୍ଟ୍ରିର ନାଁ କଳକାରଙ୍କ ଅଭିନୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି ।ଜୁନିୟର ଏନଟିଆର, ସୈଫଅଲ୍ଲୀଖାନ ଓ ଜାହ୍ନବୀ କପୁରଙ୍କ ଚମତ୍କାର ଅଭିନୟ ସବୁ ବର୍ଗର ଦର୍ଶକଙ୍କ ମନଜିତିପାରିଛି ।ଦେବରା ପାର୍ଟ ୱାନର ନିର୍ଦ୍ଦେଶନା ଦେଇଛନ୍ତି କୋରତାଲା ଶିବା, ୩ଶହ କୋଟି ବଜେଟରେ ନିର୍ମିତ ଦେବରା ରିଲିଜର ୧୨ଘଂଟାରେ ୩୦କୋଟି ବକ୍ସ ଅଫିସ ଆୟ କରି ରେକର୍ଡ କରିଛି ।
ଦର୍ଶକଙ୍କ ମନ ଜିତିଲା ଦେବରା ପାର୍ଟ ୱାନ । ୧୨ଘଣ୍ଟାରେ ୩୦କୋଟି ବକ୍ସ ଅଫିସ ଆୟ ।
ବହୁ ପ୍ରତିକ୍ଷିତ ସିନେମା ଦେବରା ପାର୍ଟ ୱାନ ରିଲିଜ । ଦର୍ଶକଙ୍କ ମନ ଜିତିଲା ଜୁନିୟର ଏନଟିଆର, ଜାହ୍ନବୀ କପୁର, ସୈଫ ଅଲ୍ଲୀ ଖାନଙ୍କ ଆକର୍ଷଣୀୟ ଅଭିନୟ । ରିଲିଜର ୧୨ଘଂଟାରେ ୩୦କୋଟି ବକ୍ସ ଅଫିସ ଆୟ ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)