କନକ ବ୍ୟୁରୋ : କନକ ନ୍ୟୁଜ୍ ପ୍ରଭାବ । ବରଗଡ଼ ଜିଲ୍ଲା ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟରେ ଚାକିରି କେଳେଙ୍କାରୀ ମାମଲାରେ ଚାକିରି ଛାଡିଲେ ୨ଜଣ । ନକଲି ଅଭିଜ୍ଞତା ସାର୍ଟିଫିକେଟ ଦେଇ ଚାକିରି ପାଇଥିବା ଦୁଇ ଯୁବକ ଚାକିରି ଛାଡ଼ିଛନ୍ତି । ଇସ୍ତଫା ପତ୍ର ଦେଲେ ବରଗଡ଼ ଜିଲ୍ଲା ଜାରିଙ୍ଗ ଗାଁର ସଂଜୀବ ସୁନା ଓ ଅଶ୍ୱିନୀ ମହାନନ୍ଦ । ଯୋଗ୍ୟଙ୍କୁ ବାଦ ଦେଇ ଅଯୋଗ୍ୟଙ୍କୁ ଦିଆଯାଇଥିଲା ଚାକିରି । ପ୍ରଶ୍ନ ଉଠୁଛି ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଡ଼ିଲିଂ ଆସିଷ୍ଟାଣ୍ଟ ଦୀପକ ବାଗଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ? କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆରମ୍ଭ ହୋଇଥିଲା ଚାକିରି କେଳେଙ୍କାରୀ ତଦନ୍ତ ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us