କନକ ବ୍ୟୁରୋ : ଏସଆଇ ସମେତ ୯୩୩ଟି ବିଭିନ୍ନ ପଦବୀ ଲାଗି ୫ ଓ ୬ ତାରିଖରେ ପରୀକ୍ଷା ହେବାର ଥିଲା । ପରୀକ୍ଷାର୍ଥୀ ଥିଲେ ୧ଲକ୍ଷ ୫୩ ହଜାର ୭୩୬ଜଣ । କିନ୍ତୁ ପରୀକ୍ଷା ପୂର୍ବରୁ ସାମନାକୁ ଆସିଛି ବଡ଼ କେଳେଙ୍କାରୀ । ତାପରେ ବୋର୍ଡ କ୍ରାଇମବ୍ରାଞ୍ଚ ତଦନ୍ତ ଲାଗି କହିଛି । ପରିକ୍ଷାର୍ଥୀଙ୍କ ଅଭିଯୋଗ ପାଇଁ ଟୋଲ୍ ଫ୍ରୀ ନମ୍ବର ଜାରି କରିଛି ଓଡ଼ିଶା ପୁଲିସ୍ । ଆଜି ସନ୍ଧ୍ୟାରେ ବ୍ରହ୍ମପୁରରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚ ଡିଜି । ପୁଲିସ ରିଜର୍ଭ ବାରକରେ ଚାଲିଛି ତଦନ୍ତ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us