ଟ୍ରାଙ୍କୁଲାଇଜ୍‌ ହେଲା ଜିନ୍ନତ ।  ଜିନ୍ନତ ଉପରେ ନଜର ରଖିଥିଲା ସ୍ବତନ୍ତ୍ର ଟିମ୍‌

Advertisment

ଟ୍ରାଙ୍କୁଲାଇଜ୍‌ ହେଲା ବାଘୁଣୀ ଜିନ୍ନତ । ଏବେ ବାଘୁଣୀ ଜିନ୍ନତ ଅଚେତ ଥିବା ସୂଚନା ।

ଟ୍ରାଙ୍କୁଲାଇଜ୍‌ ହେଲା ବାଘୁଣୀ ଜିନ୍ନତ । ଏବେ ବାଘୁଣୀ ଜିନ୍ନତ ଅଚେତ ଥିବା ସୂଚନା ।

JINNAT 44

JINNAT 44 Photograph: (kanaknews)

କନକ ବ୍ୟୁରୋ : ଶେଷରେ ଧରା ପଡିଲା ଜିନ୍ନତ। ଟ୍ରାଙ୍କୁଲାଇଜ୍‌ ହେଲା ବାଘୁଣୀ ଜିନ୍ନତ । ଜିନ୍ନତ ଉପରେ ନଜର ରଖିଥିଲା ସ୍ବତନ୍ତ୍ର ଟିମ୍‌ । ଡ୍ୟାମ ପାଖକୁ ଆସିଥିବାବେଳେ ଧରିଲା ବନ ବିଭାଗର  ସ୍ବତନ୍ତ୍ର ଟିମ୍‌ । ପଶ୍ଚିମବଙ୍ଗ ପୁରୁଲିଆରେ ଜିନ୍ନତକୁ ଟ୍ରାଙ୍କୁଲାଇଜ୍‌ କରାଯାଇଛି । ଏବେ ବାଘୁଣୀ ଜିନ୍ନତ ଅଚେତ ଥିବା ସୂଚନା।  ସୂଚନାମୁତାବକ  ଶିମିଳିପାଳରୁ  ପଳାଇଥିଲା ବାଘୁଣୀ  ।

ଶିମିଳିପାଳରୁ ଝାଡଖଣ୍ଡ ଓ ପରେ ପଶ୍ଚିମବଙ୍ଗ ଯାଇଥିଲା । ଜିନ୍ନତକୁ ଧରିବା ପାଇଁ ନାକେଦମ ହେବାକୁ ପଡିଥିଲା ବନବିଭାଗକୁ । ଧରା ଦେଉନଥିଲା ବନ ବିଭାଗ କୁ ଜିନ୍ନତ ।  ତେବେ ଜିନ୍ନତ ଉପରେ ନଜର ରଖିଥିଲା ସ୍ବତନ୍ତ୍ର ଟିମ୍‌ ।  ବନବିଭାଗର ଆଖିର ନିଦ ହଜାଇଥିଲା ବାଘୁଣୀ ।  ଏବେ ଟ୍ରାଙ୍କୁଲାଇଜ୍‌ ହୋଇଛି ଜିନ୍ନତ ।  
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe