ଝାରସୁଗୁଡାରେ ଚାଂଚଲ୍ୟ : ସାନଭାଇର ଟାଙ୍ଗିଆ ଚୋଟରେ ବଡଭାଇ ମୃତ । ଅଭିଯୁକ୍ତ ଅଟକ

Advertisment

ସୁନା ଚେନ୍ ଲୁଟ୍‌ ବେଳେ ପଡିଯାଇ ଜଣେ ମହିଳା ମୃତ୍ୟୁର ଶିକାର ହୋଇଥିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲୁଟେରାକୁ ଗିରଫ କଲା ପୋଲିସ। ଏୟାରଫିଲଡ଼ ଥାନା ଲବଣଗିରିରେ ଚେନ ଛିଡ଼ାଇନେବା ବେଳେ ମହିଳାଙ୍କ ମୃତ୍ୟୁ ଘଟଣା। ୪ ଶହ ସିସିଟିଭି ଯାଞ୍ଚ ପରେ ଧରାହେଲା ଅଭିଯୁକ୍ତ।

bhai 6

କନକବ୍ୟୁରୋ : ସୁନା ଚେନ୍ ଲୁଟ୍‌ ବେଳେ ପଡିଯାଇ ଜଣେ ମହିଳା ମୃତ୍ୟୁର ଶିକାର ହୋଇଥିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲୁଟେରାକୁ ଗିରଫ କଲା ପୋଲିସ ।

ଏୟାରଫିଲଡ଼ ଥାନା ଲବଣଗିରିରେ ଚେନ ଛିଡ଼ାଇନେବା ବେଳେ ମହିଳାଙ୍କ ମୃତ୍ୟୁ ଘଟଣା । ୪ ଶହ ସିସିଟିଭି ଯାଞ୍ଚ ପରେ ଧରାହେଲା ଅଭିଯୁକ୍ତ। ହରିରାଜପୁର ସୋମନାଥ ଦର୍ଶନ ବେଳେ ମହିଳା ୟୁ ବିଷ୍ଣୁ ପାତ୍ର ଙ୍କ ମୃତ୍ୟୁ ହୋଇଥିଲା ।

୧୩ ନଭେମ୍ବରରେ ଘଟିଥିଲା ଏହି ସମ୍ବେଦନଶୀଳ ଘଟଣା। କମିଶନରେଟ ପୋଲିସର ଏୟାରଫିଲଡ଼ ଥାନା ଓ ସ୍ପେଶାଲ ସ୍କ୍ବାର୍ଡ ପକ୍ଷରୁ ଚାଲିଥିଲା ଛାନଭିନ। ତେବେ ଗାଡି ଚଳାଉଥିବା ଅଭିଯୁକ୍ତ ଫେରାର ଥିବା ଅନ୍ୟ ଅଭିଯୁକ୍ତ ଜଣଙ୍କ ଧରାପିଡ଼ିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe