ଓଡିଶା ବିଜେପିକୁ ଗୁରୁଦାୟିତ୍ବ ; ଝାଡଖଣ୍ଡ ନିର୍ବାଚନ ପରିଚାଳନା କରିବେ ଓଡିଶା ବିଜେପି ନେତା

Advertisment

ଝାଡଖଣ୍ଡ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରୁ ଯିବେ ବିଜେପି କର୍ମକର୍ତ୍ତା । ନିର୍ବାଚନରେ ପ୍ରଚାର କରିବା ସହ ନିର୍ବାଚନରେ ଝାଡ଼ଖଣ୍ଡ ବିଜେପିକୁ ସହଯୋଗ କରିବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ଝାଡଖଣ୍ଡ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରୁ ଯିବେ ବିଜେପି କର୍ମକର୍ତ୍ତା । ନିର୍ବାଚନରେ ପ୍ରଚାର କରିବା ସହ ନିର୍ବାଚନରେ ଝାଡ଼ଖଣ୍ଡ ବିଜେପିକୁ ସହଯୋଗ କରିବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

jhadkhand123

କନକ ବ୍ୟୁରୋ : ଝାଡଖଣ୍ଡ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରୁ ଯିବେ ବିଜେପି କର୍ମକର୍ତ୍ତା । ନିର୍ବାଚନରେ ପ୍ରଚାର କରିବା ସହ ନିର୍ବାଚନରେ ଝାଡ଼ଖଣ୍ଡ ବିଜେପିକୁ ସହଯୋଗ କରିବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଝାଡ଼ଖଣ୍ଡ ନିର୍ବାଚନରେ ବିଜେପି କାମ କରି ଆସୁଛି । ଓଡ଼ିଶାରୁ ଯାଇ କର୍ମକର୍ତ୍ତା ମାନେ ସେଠାରେ ମାସ ମାସ ରୁହନ୍ତି । ୨୦୦୨ରୁ ଏପର୍ଯ୍ୟନ୍ତ ରେଗୁଲାର ନିର୍ବାଚନ ପାଇଁ ଯାଉଛନ୍ତି । ଏହା କିଛି ନୂଆ ନୁହେଁ । ତେବେ ଏଥର ଝାଡ଼ଖଣ୍ଡରେ ଡବଲ ଇଞ୍ଜିନ କାମ କରିବ ବୋଲି ଆଶା ରଖିଛି ବିଜେପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe