ଭିଜିଲାନ୍ସ ଜାଲରେ ଭଂଜନଗର ଜଳସମ୍ପଦ ବିଭାଗର ଜେଇ । ଆୟ ଠାରୁ ଅଧିକ ସମ୍ପତି ଠୁଳ ଅଭିଯୋଗରେ ପ୍ରସନ୍ନ ସ୍ୱାଇଁଙ୍କ ଘରେ ରେଡ୍

Advertisment

ଭଞ୍ଜନଗର ଜଳସମ୍ପଦ ଭିଭାଗର ଜେଇ ପ୍ରସନ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ରେଡ କରୁଛି। ଭଞ୍ଜନଗର କୁଲାଡ଼ ରୋଡ ଘରେ ରେଡ କରାଯାଉଛି । ଭଞ୍ଜନଗରରେ ପ୍ରସନ୍ନଙ୍କ ରହିଛି ବଡ଼ ବଡ଼ ଘର। ଆୟଠାରୁ ଅଧିକ ସମ୍ପତି ଠୁଳ ମାମଲାରେ ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ଟିମ ରେଡ୍ କରୁଥିବା ସୂଚନା ମିଳିଛି। 

12q

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗର ଜେଇ। ଭଞ୍ଜନଗର ଜଳସମ୍ପଦ ଭିଭାଗର ଜେଇ ପ୍ରସନ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ରେଡ କରୁଛି। ଭଞ୍ଜନଗର କୁଲାଡ଼ ରୋଡ ଘରେ ରେଡ କରାଯାଉଛି । ଭଞ୍ଜନଗରରେ ପ୍ରସନ୍ନଙ୍କ ରହିଛି ବଡ଼ ବଡ଼ ଘର। ଆୟଠାରୁ ଅଧିକ ସମ୍ପତି ଠୁଳ ମାମଲାରେ ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ଟିମ ରେଡ୍ କରୁଥିବା ସୂଚନା ମିଳିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe