ଜେସିବି ଲଗାଇ ତାଡିନେଲେ ଝାରସୁଗୁଡା ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିଏମ୍ । ଜେସିବି ଜବତ, ୩ ଜଣ ଅଟକ

òZòòZþò

òZúþòúZòZ

କନକ ବ୍ୟୁରୋ : ଜେସିବି ଲଗାଇ ଏଟିଏମ ତାଡ଼ି ନେଲେ। ଝାରସୁଗୁଡ଼ା ସଦର ଥାନା ବିଟିଏମ ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ ଇଣ୍ଡିଆର ଏଟିଏମକୁ ଜେସିବି ଲଗାଇ ତାଡି ନେଇଛନ୍ତି ଦୁର୍ବୃତ୍ତ। ଗତକାଲି ରାତିରେ କେହି ଦୁର୍ବୃତ୍ତ ତାଡ଼ି ନେଇଥିବା ଜଣାପଡ଼ିଛି। ସୂଚନା ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଟିଏମ୍‌ ଓ ଜେସିବିକୁ ଜବତ କରାଯାଇଛି। ଜେସିବି ମାଲିକ ସମତେ ୩ ଜଣଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe