କିସ୍ତୱାରରେ ଗର୍ଜୁଛି ଗୁଳି ; ଜଣେ ଯବାନ ସହିଦ, ୩ ଗୁରୁତର

ଜମ୍ମୁ-କାଶ୍ମୀରରେ ସେନାର ବଡ଼ ସର୍ଚ୍ଚ ଅପରେସନ୍ । କିସ୍ତୱାରରେ ୩ରୁ ୪ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ । ଗତକାଲିଠାରୁ ଜାରି ରହିଛି ଗୁଳିବିନିମୟ । ଜଣେ ଯବାନ ସହିଦ ୩ ଗୁରୁତର ।

13so

କନକ ବ୍ୟୁରୋ: ଅଶାନ୍ତ ଜାମ୍ମୁ କାଶ୍ମୀର । ଆତଙ୍କବାଦୀଙ୍କ ସହ ଲଢ଼େଇ କରି ସେନା ଅଧିକାରୀ ସହିଦ, ୩ ପାରା କମାଣ୍ଡୋ ଆହତ । ଜମ୍ମୁ-କଶ୍ମୀରର କିସ୍ତୱାରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଦେଖିବାକୁ ମିଳିଛି । ଆତଙ୍କବାଦୀଙ୍କ ସହ ଲଢ଼େଇ କରିବା ବେଳେ ସ୍ଥଳ ସେନାର ଜଣେ ଅଧିକାରୀ ସହିଦ ହୋଇଛନ୍ତି । ସେହିପରି ଗୁଳି ମାଡ଼ରେ ଆଉ ୩ ଜଣ ପାରା କମାଣ୍ଡୋ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe