କନକବ୍ୟୁରୋ : ମାଲକାନଗିରିରେ ଯବାନ-ମାଓବାଦୀ ଗୁଳିବିନିମୟ । ଓଡିଶା ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏମଭି ୭୯ ଓ ପଡିଆ ଥାନା ସୀମାବର୍ତ୍ତୀ ଜିନେଲଗୁଡା ଜଂଗଲରେ ଏନକାଉଣ୍ଟର ହୋଇଛି ଏଥିରେ ଜଣେ ଯବାନ ଆହତ ହୋଇଥିବା ବେଳେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆହତ ଯବାନଙ୍କ ନାମ ଡମରୁ ବଡନାୟକ ବୋଲି ଜଣାପଡିଛି । ଏଥିସହ ଦୁଇ ମାଓବାଦୀଙ୍କୁ କାବୁ କରିଛନ୍ତି ଯବାନ ।
ମାଲକାନଗିରିରେ ଯବାନ-ମାଓବାଦୀ ଗୁଳିବିନିମୟ। ଜଣେ ଯବାନ ଆହତ ସୂଚନା
ମାଲକାନଗିରିରେ ଯବାନ-ମାଓବାଦୀ ଗୁଳିବିନିମୟ । ଓଡିଶା ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏମଭି ୭୯ ଓ ପଡିଆ ଥାନା ସୀମାବର୍ତ୍ତୀ ଜିନେଲଗୁଡା ଜଂଗଲରେ ଏନକାଉଣ୍ଟର ହୋଇଛି ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)