ନ୍ୟୁଜ୍ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର:ଜଣେ ସହିଦ, ତିନି ଆହତ ଜାମ୍ମୁ କାଶ୍ମୀରର କିସ୍ତବାଡରେ ଏନକାଉଣ୍ଟର । ଆତଙ୍କବାଦୀଙ୍କ ସହ ହୋଇଥିବା ଏହି ଏନକାଉଣ୍ଟରରେ ଜଣେ ଜେସିଓ (ଜୁନିୟର କମିଶନଣ୍ଡ ଅଫିସର) ସହିଦ ହୋଇଥିବାବେଳେ ତିନି ଯବାନ ଗୁରୁତର ହୋଇଛନ୍ତି byManini PattanayakbyManini Pattanayak 10 Nov 2024 18:57 IST Updated 10 Nov 2024 19:05 IST Link copied!Copy failed!କନକ ବ୍ୟୁରୋ: ଜାମ୍ମୁ କାଶ୍ମୀରର କିସ୍ତବାଡରେ ଏନକାଉଣ୍ଟର । ଆତଙ୍କବାଦୀଙ୍କ ସହ ହୋଇଥିବା ଏହି ଏନକାଉଣ୍ଟରରେ ଜଣେ ଜେସିଓ (ଜୁନିୟର କମିଶନଣ୍ଡ ଅଫିସର) ସହିଦ ହୋଇଥିବାବେଳେ ତିନି ଯବାନ ଗୁରୁତର ହୋଇଛନ୍ତି । ସେନାର ୧୬ କୋର ତରଫରୁ ଏକ୍ସ ରେ ପୋଷ୍ଟ କରି ଏହି ସୂଚନା ଦିଆଯାଇଛି । AdvertismentbyManini PattanayakbyManini Pattanayak 10 Nov 2024 18:57 IST Updated 10 Nov 2024 19:05 IST Link copied!Copy failed!