ଜେଲ ଫେରାନ୍ତାଙ୍କୁ ଖଣ୍ଡାରେ ହାଣି ହତ୍ୟା ; ଖଲ୍ଲିକୋଟ ହରିପୁର ଗାଁରେ ହଇଚଇ

Advertisment

ଖଲ୍ଲିକୋଟ ହରିପୁର ଗାଁରେ ଚାଞ୍ଚଲ୍ୟ।  ଜେଲ ଫେରନ୍ତା ଦୁର୍ଦ୍ଦାନ୍ତ ଅପରାଧୀକୁ ଖଣ୍ଡାରେ ହାଣି ବୀଭତ୍ସ ହତ୍ୟା । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ।  ଦୁଇ ପୁତୁରା ହିଁ ଅପରାଧି ରବି ଦାସଙ୍କୁ ହାଣିଲେ।

ଖଲ୍ଲିକୋଟ ହରିପୁର ଗାଁରେ ଚାଞ୍ଚଲ୍ୟ।  ଜେଲ ଫେରନ୍ତା ଦୁର୍ଦ୍ଦାନ୍ତ ଅପରାଧୀକୁ ଖଣ୍ଡାରେ ହାଣି ବୀଭତ୍ସ ହତ୍ୟା । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ।  ଦୁଇ ପୁତୁରା ହିଁ ଅପରାଧି ରବି ଦାସଙ୍କୁ ହାଣିଲେ।

crime Khallikot

crime Khallikot Photograph: (KanakNews)

କନକ ବ୍ୟୁରୋ: ଖଲ୍ଲିକୋଟ ଥାନା ହରିପୁର ଗାଁରେ ଚାଞ୍ଚଲ୍ୟ, ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସକୁ ଖଣ୍ଡାରେ ହାଣି ବୀଭତ୍ସ ହତ୍ୟା । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଛି । ନିଜର ଦୁଇ ପୁତୁରାଙ୍କ ସମେତ ଅନ୍ୟ ଦୁଇଜଣ ଅତି ନିର୍ମମ ଭାବେ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି । ଘଟଣା ଘଟାଇବା ପରେ ବୋମା ଫୁଟାଇ ଫେରାର ହୋଇଛନ୍ତି ୪ଜଣ ହତ୍ୟାକାରୀ । ଘଟଣା ସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ ରବି ଦାସ ନାଁରେ ପୂର୍ବରୁ ହତ୍ୟା ମାମଲା ରହିଥିବା ବେଳେ ୩ମାସ ହେବ ଜେଲରୁ ବାହାରକୁ ଆସିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe