କନକବ୍ୟୁରୋ : ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ହେବ ଶକ୍ତିପୀଠ । ବିଭିନ୍ନ ପୀଠରେ ଆଜିଠୁ ଆରମ୍ଭ ହେବ ମାଆଙ୍କ ଷୋଡ଼ଶ ଉପଚାର ପୂଜା । ସ୍ବତନ୍ତ୍ର ରିତିନୀତି ଅନୁଯାଇ ମାଆଙ୍କ ପୂଜାର୍ଚ୍ଚନା କରାଯିବ ।
ଆଜି ମୂଳାଷ୍ଟମୀ । ରାଧାଷ୍ଟମୀରୁ ଶୟନ ନୀତିରେ ଥିବା ମାଆଙ୍କୁ ମୂଳାଷ୍ଟମୀରେ ଜାଗ୍ରତ କରାଯାଏ । ମାଆଙ୍କୁ ଜାଗ୍ରତ କରିବା ପାଇଁ ସହସ୍ର କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୁଏ । ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆଜିଠୁ ସ୍ବତନ୍ତ୍ର ପୂଜା ବିଧି ଅନୁଷ୍ଠିତ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/9J6Scf9rlz10bOYtYhoR.jpg)