ଜାଗୃତିଙ୍କ ବହିରେ ଅନୁଭବଙ୍କ ଜୀବନୀ : ରାଜନୀତିଠୁ ଆରମ୍ଭ କରି ବର୍ଷାଙ୍କ ସହ ବୈବାହିକ ଜୀବନ ନେଇ ରହିଛି ଉଲ୍ଲେଖ

ଉନ୍ମୋଚିତ ହେଲା ବ୍ଲକବଷ୍ଟରରୁ ବାଲେଟ ବକ୍ସ । ଅଭିନେତା ଅନୁଭବ ମହାନ୍ତିଙ୍କ ଜୀବନୀକୁ ନେଇ ଦିଲ୍ଲୀ ସାମ୍ୱାଦିକା ଜାଗୃତି ଶୁକ୍ଳା ଲେଖିଥିବା ଏହି ବହି ଭୁବନେଶ୍ବରରେ ଉନ୍ମୋଚିତ ହୋଇଛି  । 

422

422 Photograph: (KanakNews )

କନକବ୍ୟୁରୋ : ଉନ୍ମୋଚିତ ହେଲା ବ୍ଲକବଷ୍ଟରରୁ ବାଲେଟ ବକ୍ସ । ଅଭିନେତା ଅନୁଭବ ମହାନ୍ତିଙ୍କ ଜୀବନୀକୁ ନେଇ ଦିଲ୍ଲୀ ସାମ୍ୱାଦିକା ଜାଗୃତି ଶୁକ୍ଳା ଲେଖିଥିବା ଏହି ବହି ଭୁବନେଶ୍ବରରେ ଉନ୍ମୋଚିତ ହୋଇଛି  ।  ବହିରେ ଅନୁଭବଙ୍କ ଅନେକ ଅକୁହା କଥା ଲେଖାଯାଇଛି ।   ପୁସ୍ତକ ଉନ୍ମୋଚନ ଉତ୍ସବରେ ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଲା ଉପସ୍ଥିତ ଥିଲେ  ।

ବର୍ଷାଙ୍କ ସହ ତାଙ୍କର ବୈବାହିକ ସମ୍ପର୍କ ଓ ଏଥିରେ ବିଚ୍ଛେଦ କଥା ଲେଖାଯାଇଛି । ୨୦୧୯ ନିର୍ବାଚନ ଜିତିବା ପରେ ତାଙ୍କ ଉପରେ ସମସ୍ତ ଆରୋପ ଲାଗିଥିଲା କିନ୍ତୁ ଏସବୁ ଆରୋପ ମିଛ ପ୍ରମାଣିତ ହୋଇଛି ବୋଲି କହିଛନ୍ତି ଅନୁଭବ ।  ବିବାହିତ ପୁରୁଷ ଆତ୍ମହତ୍ୟା ବଢୁଥିବା ବେଳେ ପୁରୁଷଙ୍କ ପ୍ରତି ଅତ୍ୟାଚାର କଥା ସାମ୍ନାକୁ ଆସିବା ଦରକାର ବୋଲି ଅନୁଭବ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe