ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ ; ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ପାଇଁ ଭରିଥିଲେ ନାମାଙ୍କନ

Advertisment

ପାର୍ଥୀପତ୍ର ପ୍ରତ୍ୟାହର କଲେ ଜଗନ୍ନାଥ ପ୍ରଧାନ । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ପହଞ୍ଚିଲେ ପ୍ରତ୍ୟାହର କଲେ । ଅଗଷ୍ଟ ୨୨ ତାରିଖରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରି ଥିଲେ । ନାମାଙ୍କନ ଭରିବା ସମୟରେ ୧୦ ବିଜେପି ବିଧାୟକ ତାଙ୍କର ପ୍ରସ୍ତାବକ ହୋଇଥିଲେ

nomination

କନକ ବ୍ୟୁରୋ: ପାର୍ଥୀପତ୍ର ପ୍ରତ୍ୟାହର କଲେ ଜଗନ୍ନାଥ ପ୍ରଧାନ  । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ପହଞ୍ଚିଲେ ପ୍ରତ୍ୟାହର କଲେ  । ଅଗଷ୍ଟ ୨୨ ତାରିଖରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରି ଥିଲେ  । ନାମାଙ୍କନ ଭରିବା ସମୟରେ ୧୦ ବିଜେପି ବିଧାୟକ ତାଙ୍କର ପ୍ରସ୍ତାବକ ହୋଇଥିଲେ...

ସୂଚନା ଅନୁସାରେ, ରାଜ୍ୟସଭା ପ୍ରାର୍ଥୀ ପାଇଁ ମମତା ମହାନ୍ତଙ୍କ ନାଁ ଭାଜପା ଘୋଷଣା କରିବା ପରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ସିଂ ତୋମରଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମମତା ନାମାଙ୍କନ ଦାଖଲ କରିଥିଲେ। ମମତାଙ୍କ ନାମାଙ୍କନ ଦାଖଲ କରିବାର କିଛି ସମୟ ପରେ ଜଗନ୍ନାଥ ଦ୍ୱିତୀୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ହେଲେ ପରେ ନାମାଙ୍କନ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe