ମୋମୋଜ ଖାଇବା ହେଲା କାଳ ,ହାଇଦ୍ରାବାଦରେ ମୋମୋଜ ଖାଇ ଜଣେ ମୃତ୍ୟୁ । ୨୦ରୁ ଅଧିକ ଆହତ

Advertisment

ମୋମୋଜ୍ ନେଲା ଜୀବନ । ମୋମୋଜ୍ ଖାଇ ଜଣେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକେ ଅସୁସ୍ଥ ହୋଇଛନ୍ତି। ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି

ମୋମୋଜ୍ ନେଲା ଜୀବନ । ମୋମୋଜ୍ ଖାଇ ଜଣେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକେ ଅସୁସ୍ଥ ହୋଇଛନ୍ତି। ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି

momoj

କନକବ୍ୟୁରୋ: ମୋମୋଜ୍ ନେଲା ଜୀବନ । ମୋମୋଜ୍ ଖାଇ ଜଣେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକେ ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି  । ଏକ ରାସ୍ତାକଡରେ ଥିବା ମୋମୋଜ୍ ଦୋକାନକୁ ଖାଇବା ପରେ ଏଭଳି ସ୍ଥିତି ଉପୁଜିଛି  । ପୁଲିସ ସୂଚନା ମୁତାବକ, ୩୧ ବର୍ଷିୟ ମହିଳା ରେଶମା ବେଗମଙ୍କ ମୃତ୍ୟୁ ହୋଇଛି ।

ଏଥିସହ ତାଙ୍କର ଦୁଇ ନାବାଳିକା ଝିଅ ଗୁରୁତର ଅସୁସ୍ଥ ହୋଇଛନ୍ତି  । ଫୁଡ ପଏଜନ ହୋଇ ଲୋକେ ଅସୁସ୍ଥ ହୋଇଥିବା କୁହାଯାଉଛି  । ଅସୁସ୍ଥ ଲୋକଙ୍କୁ ମେଡିକାଲ ନିଆଯାଥଥିଲେ ମଧ୍ୟ ସେଠାରେ ରେଶମାଙ୍କ ମୃତ୍ୟୁ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe