ଆପଣଙ୍କ ପିଲା କିମ୍ବା ପରିବାରର କେହି ବୟସ୍କ ବ୍ୟକ୍ତିଙ୍କ କଥା କହିବା ଓ ଶୁଣିବାରେ ଅସୁବିଧା ହେଉଛି କି ? ଜନ୍ମରୁ ମୂକ କିମ୍ବା ବଧିର ହୋଇଥିଲେ ବି ଚିନ୍ତା କରନ୍ତୁନି । କାରଣ ଏହି ସବୁ ସମସ୍ୟାର ସମାଧାନ ପାଇଁ ଏକମାତ୍ର ଠିକଣା ହେଲା କଟକ ମଙ୍ଗଳାବାଗସ୍ଥିତ ସମଲେଶ୍ୱରୀ ହେଲଥ୍ କେୟାର । ଅଭିଜ୍ଞ ବାକ୍ ଓ ଶ୍ରବଣ ବିଶେଷଜ୍ଞଙ୍କ ଦ୍ୱାରା ଏଠାରେ କାନ ପରୀକ୍ଷା ଓ ସ୍ପିଚ୍ ଥେରାପି କରାଯିବା ସହ ଅତ୍ୟାଧୁନିକ ଜ୍ଞାନକୌଶଳରେ ତିଆରି ଶ୍ରବଣ ଯନ୍ତ୍ର ମଧ୍ୟ ବେଶ୍ ସୁଲଭ ମୂଲ୍ୟରେ ଉପଲବ୍ଧ । କଟକ ସମେତ ବାରିପଦା, ଭୁବନେଶ୍ୱର ଓ ବୁର୍ଲାଠାରେ ଏହି ସଂସ୍ଥା ସେବା ଯୋଗାଇ ଆସୁଛି ।
   

Advertisment

ଭଦ୍ରକ ଜିଲ୍ଲାର ସାଇଜିତ୍ ସେଠୀ ନାମକ ଜଣେ ପିଲାର ଜୀବନରେ ଆଶାର ନୂତନ କିରଣ ସୃଷ୍ଟି କରିଛି ସମଲେଶ୍ୱରୀ । ପିଲାଟିର ବୟସ ଏବେ ୧୨ବର୍ଷ । ଜନ୍ମରୁ ସେ କଥା କହିପାରୁ ନ ଥିଲା କି ଶୁଣି ମଧ୍ୟ ପାରୁ ନ ଥିଲା । ପୁଅର ଏଭଳି ସ୍ଥିତିରେ ବାପା ମା’ ଚିନ୍ତିତ ହୋଇ କଟକ ଆସି ଡାକ୍ତରଙ୍କୁ ପରାମର୍ଶ କରିଥିଲେ । କିନ୍ତୁ କୌଣସି ଚିକିତ୍ସା ଦ୍ୱାରା ସାଇଜିତ୍ ଶୁଣିବା ସମ୍ଭବ ହେଲା ନାହିଁ । ଅନ୍ୟ କୌଣସି ବିକଳ୍ପ ନ ଥିବାରୁ କେବଳ ଶ୍ରବଣ ଯନ୍ତ୍ର ସାହାଯ୍ୟରେ ସାଇଜିତ୍ ଶୁଣିପାରିବ ବୋଲି ଡାକ୍ତର କହିଥିଲେ । ଏହାପରେ ୫ ବର୍ଷର ସାଇଜିତକୁ ନେଇ ବାପା ମା’ ପହଞ୍ଚିଥିଲେ ସମଲେଶ୍ୱରୀ ହେଲ୍ଥ୍ କେୟାରରେ । ଏଠାରେ ବିଭିନ୍ନ ପ୍ରକାରର ଶ୍ରବଣ ପରୀକ୍ଷା ପରେ ଶ୍ରବଣ ଯନ୍ତ୍ର ଲାଗିବା ଦ୍ୱାରା ସାଇଜିତ୍ ଏବେ ଭଲ ଭାବେ ଶୁଣିପାରୁଛି । ଏହା ସହ ସ୍କୁଲରେ ପାଠ ପଢିବା ସହ ବୁଝି ମଧ୍ୟ ପାରୁଥିବା କହିଛି । ସେହିପରି ଛୋଟବେଳୁ କଥା କହି ପାରୁ ନ ଥିବାରୁ ୩ ମାସ ଧରି ଏହି କେନ୍ଦ୍ରରେ ସେ ସ୍ପିଚ୍ ଥେରାପି ନେବା ପରେ କଥା କହିବାରେ ସକ୍ଷମ ହୋଇଛି ।
   

ଏହିଭଳି ଅନେକ ପିଲା ତଥା ବୟସ୍କ ବ୍ୟକ୍ତି ମଧ୍ୟ ଖୁବ୍ କମ୍ ଖର୍ଚ୍ଚରେ ଶ୍ରବଣ ଯନ୍ତ୍ର କିଣିବା ସହ ଏଠାରେ ଉପଲବ୍ଧ ଏହି ସମ୍ପର୍କିତ ସମସ୍ତ ଥେରାପି ଚିକିତ୍ସା ଦ୍ୱାରା ଉପକୃତ ହେଉଥିବା କହିଛନ୍ତି ସମଲେଶ୍ୱରୀ ହେଲଥ୍ କେୟାରର ମୁଖ୍ୟ ସମୀର କୁମାର ନାୟକ । ଚଳିତ ପାର୍ବଣ ଋତୁରେ ସମଲେଶ୍ୱରୀ ନେଇ ଆସିଛି ଯେ କୌଣସି ନାମୀଦାମୀ କମ୍ପାନୀର ଶ୍ରବଣ ଯନ୍ତ୍ର କ୍ରୟ ଉପରେ ୪୦% ପର୍ଯ୍ୟନ୍ତ ରିହାତିର ଆକର୍ଷଣୀୟ ଅଫର୍ । ଏହି ରିହାତି ଅଫର୍ କେବଳ ସମଲେଶ୍ୱରୀର କଟକ ଓ ବାରିପଦା ଶାଖାରେ ଉପଲବ୍ଧ । ବିଶ୍ୱସନୀୟତା ପାଇଁ ସମଲେଶ୍ୱରୀ ନାମ ହିଁ ଯଥେଷ୍ଟ । ହେଲପ୍ ଲାଇନ୍ ନଂ- ୮୩୩୮୦୦୭୯୭୯, ୯୩୩୭୦୭୨୪୦୦ ।