ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦିପାଳି ଦାସଙ୍କ ବିରୋଧରେ ଏତଲା । ଏଫଆଇଆର ଦେଲେ ଏନଏଲସି କମ୍ଫାନୀ କର୍ତ୍ତୃପକ୍ଷ

Advertisment

ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦିପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା । ସମ୍ବଲପୁର ସ୍ଥିତ ଠେଲକୁଲି ଥାନାରେ ଏତଲା ଦେଲା ଏନ୍ଏଲ୍‌ସି କମ୍ପାନୀ କର୍ତ୍ତୃପକ୍ଷ।

ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦିପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା । ସମ୍ବଲପୁର ସ୍ଥିତ ଠେଲକୁଲି ଥାନାରେ ଏତଲା ଦେଲା ଏନ୍ଏଲ୍‌ସି କମ୍ପାନୀ କର୍ତ୍ତୃପକ୍ଷ।

dipali

କନକବ୍ୟୁରୋ : ଝାରସୁଗୁଡ଼ାର ପୂର୍ବତନ ବିଧାୟକ  ଦିପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା । ସମ୍ବଲପୁର ସ୍ଥିତ ଠେଲକୁଲି ଥାନାରେ ଏତଲା ଦେଲା ଏନ୍ଏଲ୍‌ସି କମ୍ପାନୀ କର୍ତ୍ତୃପକ୍ଷ । ଶୁକ୍ରବାର ବିସ୍ଥାପିତଙ୍କ ସମସ୍ୟାକୁ ନେଇ ଏନ୍ଏଲ୍‌ସି କମ୍ପାନୀ ଗେଟ ସମ୍ମୁଖରେ ଧାରଣା ଦେଇଥିଲେ । 

ଏହାକୁ ନେଇ ଆଜି ଏନ୍ଏଲ୍‌ସି ପକ୍ଷରୁ ଠେଲକୁଲି ଥାନାରେ ମାମଲା ଦାୟର କରିଥିଲେ । ଏହାକୁ ଆଧାର କରି ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦିପାଲି ଦାସ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ସମେତ ଅନ୍ୟ ୧୫ ଜଣଙ୍କ ନାମରେ ମାମଲା ଦାୟର କରିଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe