କନକ ବ୍ୟୁରୋ: ନବ ଦାସଙ୍କ ବଡ ଭାଇଙ୍କ ଘରେ ସକାଳୁ ସକାଳୁ ଆଇଟି ରେଡ୍ । ନବଙ୍କ ବଡଭାଇ ବ୍ରଜ ଦାସଙ୍କ ଘରେ ଆୟକର ଥିବା ଅଭିଯୋଗରେ ଚଢଉ କରୁଛି ଆଇଟି । ୧୦ଟି ଗାଡିରେ ଆସିଛନ୍ତି ଆୟକର ଟିମ୍ । କେବେଠୁ ବ୍ରଜ ଆୟକର ଟ୍ୟାକ୍ସ ଦେଉନଥିଲେ , ତାଙ୍କ ଉପରେ କେତେ ଟଙ୍କାର ବକେୟା ଟିକସ୍ ରହିଛି , କେବଳ ସମ୍ବଲପୁର କି ଅନ୍ୟ କେଉଁ ଠିକଣାରେ ରେଡ ଚାଲିଛି ସେସବୁ ଏଯାଏଁ ଜଣାପଡିନାହିଁ । ତେବେ ୧୦ଟି ଗାଡିରେ ଆୟକର ବିଭାଗର ଅଧିକାରୀମାନେ ଆସି ସକାଳ ୬ଟାରୁ ବ୍ରଜଙ୍କ ସମ୍ବଲପୁର ଘରେ ଯାଞ୍ଚ କରୁଥିବା ଜଣାପଡିଛି । ୪ ବର୍ଷ ପୂର୍ବରୁ ମଧ୍ୟ ବ୍ରଜଙ୍କ ଘରେ ଆଇଟି ରେଡ୍ ହୋଇଥିଲା । ଏହା ଦ୍ବିତୀୟ ବାର ରେଡ୍ ହେଉଛି । ତେଣୁ ବ୍ୟଜଙ୍କ ଉପରେ କିଛି ବଡ ଧରଣର ଅଭିଯୋଗ ରହିଥିବା ଅନୁମାନ କରାଯାଉଛି ।
ନବ ଦାସଙ୍କ ଭାଇଙ୍କ ଘରେ ଆଇଟି ରେଡ୍ ; ବ୍ରଜ ଦାସଙ୍କ ସମ୍ବଲପୁର ଘରେ ଚଢାଉ
ନବ ଦାସଙ୍କ ବଡ ଭାଇଙ୍କ ଘରେ ସକାଳୁ ସକାଳୁ ଆଇଟି ରେଡ୍ । ନବଙ୍କ ବଡଭାଇ ବ୍ରଜ ଦାସଙ୍କ ଘରେ ଆୟକର ଠିବା ଅଭିଯୋଗରେ ଚଢଉ କରୁଛି ଆଇଟି । ୧୦ଟି ଗାଡିରେ ଆସିଛନ୍ତି ଆୟକର ଟିମ୍।
/kanak/media/media_files/2025/01/17/P86wOPjYSP9soutxaWZn.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)